Door43-Catalog_or_tn/LUK/15/25.md

1.0 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ଦାସ

ଏହି ଶବ୍ଦ ଯାହା ଏଠାରେ ଅନୁବାଦ କରାଯାଇଛି “ଦାସ” ରୂପେ, ଏହା ସାଧାରଣ ଭାବରେ ଅନୁବାଦ କଲେ “ବାଳକ” ଏହା ଇଙ୍ଗିତ ହୋଇପାରେ ସେହି ଦାସ ବହୁତ ଯୁବା ଥିଲା।

ଏହା କଅଣ ହୋଇପାରେ

“କଅଣ ହେଉଥିଲା” (ୟୁଡିବୀ)

ମୋଟା ବାଛୁରୀ

ଏହା ଏହିପରି ଅନୁବାଦ କରାଯାଇପାରେ “ସବୁଠୁ ଭଲ ବାଛୁରୀ” କିମ୍ବା “ଅଳ୍ପ ବୟସର ଗାଈ ଯାହାକୁ ଆମ୍ଭେମାନେ ବହୁତ ଖାଦ୍ୟ ଦେଇଆସୁଅଛୁ” କିମ୍ବା “ଅଳ୍ପ ବୟସର ପଶୁ ଯାହାକୁ ଆମ୍ଭେମାନେ ମୋଟା କରିଆସୁଅଛୁ”