Door43-Catalog_or_tn/LUK/15/17.md

2.5 KiB

(ଯୀଶୁ ଆପଣା କାହାଣୀ କହି ଆସୁଅଛନ୍ତି।)

ସେ ଚେତନା ପାଇ

“ଆପଣା ଚେତନାକୁ ଆସିଲା” କିମ୍ବା “ଆପଣା ପରିସ୍ଥିତି ବୁଝି” କିମ୍ବା “ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ଆରମ୍ଭ କଲା”

ମୋର ବାପାଙ୍କ କେତେ ମୂଲିଆଙ୍କ ଖାଦ୍ୟ ବଳିପଡୁଅଛି

ଏହା ଏକ ଚିତ୍କାରର ଅଂଶ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ମୋର ବାପାଙ୍କ ସମସ୍ତ ମୂଲିଆଙ୍କ ଖାଦ୍ୟ ବଳିପଡୁଅଛି” (ୟୁଡିବୀ)।

ଭୋକରେ ମରୁଅଛି

ସମ୍ଭବତଃ ଏହା ଏକ ବର୍ଣ୍ଣନା ନୁହେଁ। ହୋଇପାରେ ଏହି ଯୁବାଲୋକ ପ୍ରକୃତରେ ଅନାହାରରେ ମରୁଥିଲା।

ମୁଁ ସ୍ୱର୍ଗ ବିରୁଦ୍ଧରେ ପାପ କଲି

“ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ପାପ କଲି” ଯିହୁଦୀ ଲୋକମାନେ ସମୟ ସମୟରେ “ଈଶ୍ୱର” ଶବ୍ଦ କହିବାକୁ ନିବାରଣ କରୁଥିଲେ ଓ ତାହା ପରିବର୍ତ୍ତେ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ।

ତୁମ୍ଭ ପୁଅ ବୋଲି ମୁଁ ଆଉ ଡକାଯିବାର ଯୋଗ୍ୟ ନୁହେଁ

“ମୁଁ ଆଉ ତୁମ୍ଭ ପୁଅ ବୋଲି ଡକାଯିବାର ଯୋଗ୍ୟ ନୁହେଁ।”ଏକ ପୁତ୍ରର ଆପଣା ପିତାଙ୍କ ସମ୍ପତ୍ତିର ଉତ୍ତାରାଧିକାରୀ ହେବ ନ୍ୟାୟସଙ୍ଗତ ଅଧିକାର ଥିଲା।

ମୁଁ ଆଉ ଯୋଗ୍ୟ ନୁହେଁ

“ଆଉ ଯୋଗ୍ୟ ନୁହେଁ” (ୟୁଡିବୀ)। ଅର୍ଥାତ୍ ପୂର୍ବରେ ଯୋଗ୍ୟ ଥିଲା କିନ୍ତୁ ବର୍ତ୍ତମାନ ସେ ନୁହେଁ।

ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ

“କର୍ମକର୍ତ୍ତା ରୂପେ ମୋତେ ନିଯୁକ୍ତ କର” କିମ୍ବା “ମୋତେ ନିଯୁକ୍ତ କର ଓ ମୁଁ ତୁମ୍ଭର ଜଣେ ମୂଲିଆ ହେବି”