Door43-Catalog_or_tn/LUK/15/15.md

1.2 KiB

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

ସେ ଗଲା

ଏହି ଶବ୍ଦ “ସେ” ସାନ ପୁଅକୁ ଦର୍ଶାଏ।

ସେ ଆଶ୍ରୟ ନେଲା

ଏହା ଏହିପରି ଅନୁବାଦ କରାଯାଇପାରେ “କାର୍ଯ୍ୟ ପାଇଲା” କିମ୍ବା “କାର୍ଯ୍ୟ କରିବାକୁ ଆରମ୍ଭ କଲା।”

ସେହି ଦେଶରେ ଜଣଙ୍କର

“ସେହି ଦେଶରେ ଜଣେ ଲୋକଙ୍କର”

ଘୁଷୁରି ଚରାଇବା ପାଇଁ

“ତାହାର ଘୁଷୁରିମାନଙ୍କୁ ଖାଦ୍ୟ ଖୁଆଇବାକୁ”

ଆପଣା ପେଟ ପୁରାଇବାକୁ

“ସେ ଖାଇବାକୁ ବହୁତ ଇଚ୍ଛା କଲା”

ଶିମ୍ବ

ଏଗୁଡ଼ିକ ଶିମ୍ବର ଚୋପା ଅଟେ ଯାହା କ୍ୟାରବ ବୃକ୍ଷରେ ବଢ଼େ। ଏହା ଏହିପରି ଅନୁବାଦ କରାଯାଇପାରେ “କ୍ୟାରବ ଚୋପା” କିମ୍ବା “ଚୋପା” କିମ୍ବା “ଶିମ୍ବର ଚୋପା”।