Door43-Catalog_or_tn/LUK/15/11.md

1.4 KiB

ଜଣେ ବ୍ୟକ୍ତି

ଏହା ଦୃଷ୍ଟାନ୍ତର ଆରମ୍ଭ ଅଟେ। ଆପଣଙ୍କ ଭାଷାରେ ଯେଉଁପରି ସ୍ୱାଭାବିକ ସେହିପରି ଏହାକୁ ଅନୁବାଦ କରନ୍ତୁ। କେତେକ ଭାଷାରେ ଏହା କହିପାରନ୍ତି “ଏକ ବ୍ୟକ୍ତି ଥିଲେ ଯିଏ।”

ମୋତେ ଦେଇଦିଅ

ପୁତ୍ର ଆପଣା ପିତାଙ୍କ ଠାରୁ ଚାହୁଁଥିଲା ଯେ ଅତିଶୀଘ୍ର ଏହା ତାହାକୁ ଦିଅନ୍ତୁ। ଏହି ଭାଷାରେ ଏକ ଆଜ୍ଞା ପରି ଅଛି ଯାହା, ଏହା ଅତିଶୀଘ୍ର ହେଉ ବୋଲି ସେମାନେ ଇଚ୍ଛା କରୁଥିଲେ ଯାହାର ଅର୍ଥ ଏହା ଅତିଶୀଘ୍ର ହେଉ ବୋଲି ସେମାନେ ଇଚ୍ଛା କରୁଥିଲେ ତାହା ଏହି ପ୍ରକାରେ ବ୍ୟବହାର କରିବା ଉଚିତ୍।

ସମ୍ପତ୍ତିର ଯେଉଁ ଭାଗ ମୋ' ବାଣ୍ଟରେ ପଡୁଅଛି

“ଆପଣଙ୍କ ସମ୍ପତ୍ତିର ଅଂଶ ଯାହା ଆପଣଙ୍କ ମୃତ୍ୟୁ ପରେ ମୋତେ ଦେବା ନିମନ୍ତେ ଆପଣ ଯୋଜନା କରିଅଛନ୍ତି”