Door43-Catalog_or_tn/LUK/15/03.md

2.3 KiB

ଯୀଶୁ ଏହି ଦୃଷ୍ଟାନ୍ତ ସେମାନଙ୍କୁ କହିଲେ

“ସେମାନଙ୍କୁ” ଧର୍ମ ନେତାମାନଙ୍କୁ ଦର୍ଶାଏ।

ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି . . ସେ ଅନେଶ୍ୱତଙ୍କୁ ପ୍ରାନ୍ତରରେ ଛାଡ଼ି . . ଆଉ ଯାଏ . . ଏହାକୁ ନ ପାଇବା ପର୍ଯ୍ୟନ୍ତ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଯୀଶୁ ଲୋକମାନଙ୍କୁ ସ୍ମରଣ କରାଉଥିଲେ ଯେ, ଯଦି ସେମାନଙ୍କ ମଧ୍ୟରୁ କେହି ଆପଣା ମେଣ୍ଢାମାନଙ୍କ ମଧ୍ୟରୁ ଗୋଟିଏ ହଜାଏ, ସେମାନେ ନିଶ୍ଚିତ ଭାବରେ ଏହାକୁ ଖୋଜିବା ନିମନ୍ତେ ଯିବେ। ଏହା ଏହିପରି ଏକ ବକ୍ତବ୍ୟ ରୂପେ ଅନୁବାଦ କରାଯାଇପାରେ ଯେପରି ୟୁଡିବୀ ରେ ଅଛି। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) କେତେକ ଭାଷାରେ ଏହାକୁ ପ୍ରକାଶିତ କରିବାର ଶୈଳୀ ଅଛି ଯାହା ଏହା ଏକ ଆନୁମାନିକ ପରିସ୍ଥିତି ଅଟେ ଓ ଆପଣା ମେଣ୍ଢା ହଜାଇଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଷୟରେ କାହାଣୀ ନୁହେଁ। (ଦେଖନ୍ତୁ: ଆନୁମାନିକ ପରିସ୍ଥିତି)

ତୁମ୍ଭମାନଙ୍କ ମଧ୍ୟରୁ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶଏ ମେଣ୍ଢା ଥାଏ

ଯେହେତୁ ଏହି ଦୃଷ୍ଟାନ୍ତ ଆରମ୍ଭ ହୁଏ “ତୁମ୍ଭମାନଙ୍କ ମଧ୍ୟରୁ ଏପରି କେଉଁ ଲୋକ ଅଛି” ସହିତ, କେତେକ ଭାଷାରେ ଏହି ଦୃଷ୍ଟାନ୍ତ ଦ୍ୱିତୀୟ ପୁରୁଷ ଭାବରେ କୁହାଯାଇଥାନ୍ତା “ଯଦି ତୁମ୍ଭମାନଙ୍କର ଶଏ ମେଣ୍ଢା ଅଛି।” (ଦେଖନ୍ତୁ: ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରୁଷ)