Door43-Catalog_or_tn/LUK/15/01.md

1018 B

ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ

“ଏ ଲୋକଟା ଆପଣା ଉପସ୍ଥିତି ମଧ୍ୟରେ ପାପୀମାନଙ୍କୁ ଅନୁମତି ଦିଏ” କିମ୍ବା “ଏ ଲୋକଟା ପାପୀମାନଙ୍କ ସହ ମିଳାମିଶା କରେ”

ଏ ଲୋକଟା

ସେମାନେ ଯୀଶୁଙ୍କ ବିଷୟରେ କହୁଥିଲେ।

ସେମାନଙ୍କ ସହ ଭୋଜନ ମଧ୍ୟ କରେ

ଏହି ଶବ୍ଦ “ମଧ୍ୟ” ଦର୍ଶାଏ ଯାହା, ସେମାନେ ଏହା ଚିନ୍ତା କରୁଥିଲେ ଯେ, ଯୀଶୁ ପାପୀମାନଙ୍କୁ ଆପଣା ନିକଟକୁ ଆସିବା ନିମନ୍ତେ ଅନୁମତି ଦେଲେ ଏହା ମନ୍ଦ ଥିଲା, କିନ୍ତୁ ସେ ସେମାନଙ୍କ ସହ ଭୋଜନ କରିବା ଆହୁରି ଅଧିକ ମନ୍ଦ ହେଲା।