Door43-Catalog_or_tn/LUK/14/31.md

2.6 KiB

(ଯୀଶୁ ଲୋକସମୂହକୁ କହି ଆସୁଅଛନ୍ତି।)

କିମ୍ବା

ଯୀଶୁ ଏକ ଅନ୍ୟ ପରିସ୍ଥିତିର ପରିଚୟ କରାଇବାକୁ ଏହି ଶବ୍ଦ ବ୍ୟବହାର କଲେ ଯେଉଁଠାରେ ଲୋକେ ଏକ ନିଷ୍ପତ୍ତି ନେବା ପୂର୍ବରୁ ବ୍ୟୟ ହିସାବ କରନ୍ତି।

କେଉଁ ରାଜା … ପ୍ରଥମେ ବସି ବିବେଚନା କରିବେ ନାହିଁ

ଏହା ଏକ ଅନ୍ୟ ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ। ଏହା ଏକ ବକ୍ତବ୍ୟ ରୂପେ ଏହିପରି ଅନୁବାଦ କରାଯାଇପାରେ: “ତୁମ୍ଭେ ଜାଣ ଯେ ଏକ ରାଜା … ପ୍ରଥମେ ବସି ବିବେଚନା କରିବେ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ବିବେଚନା କରିବେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଯତ୍ନ ପୂର୍ବକ ସେ ବିଷୟରେ ଚିନ୍ତା କରେ” କିମ୍ବା 2) “ଆପଣା ପରାମର୍ଶଦାତାର କଥା ଶୁଣେ”

ଯଦି ପାରନ୍ତି ନାହିଁ

“ଆଉ ଯଦି ସେ ଏହା ଅନୁଭବ କରନ୍ତି ଯେ ସେ ଅନ୍ୟ ରାଜାକୁ ପରାସ୍ତ କରିବାକୁ ଯୋଗ୍ୟ ନୁହଁନ୍ତି” କିମ୍ବା “ଯଦି ସେ ଆପଣା ସୈନ୍ୟମାନେ ଅନ୍ୟ ସୈନ୍ୟମାନଙ୍କୁ ପରାସ୍ତ କରିପାରିବେ ନାହିଁ ବୋଲି ନିଷ୍ପତ୍ତି କରନ୍ତି” (ୟୁଏଲ୍‌ବୀ)

ଦୂତ

“ବାର୍ତ୍ତାବାହକ” କିମ୍ବା “ପ୍ରତିନିଧି”

ତୁମ୍ଭମାନଙ୍କ ମଧ୍ୟରୁ ଯେକେହି ଆପଣାର ସର୍ବସ୍ୱ ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇପାରେ ନାହିଁ

ଏହା ସକାରାତ୍ମକ ଭାବରେ ବ୍ୟକ୍ତ କରାଯାଇପାରେ: “ତୁମ୍ଭମାନଙ୍କ ମଧ୍ୟରୁ କେବଳ ସେମାନେ ଯିଏ ଆପଣାର ସର୍ବସ୍ୱ ତ୍ୟାଗ କରେ ସେ ମୋହର ଶିଷ୍ୟ ହୋଇପାରେ।”

ଆପଣାର ସର୍ବସ୍ୱ ତ୍ୟାଗ କରେ

“ଆପଣାର ସର୍ବସ୍ୱ ପଛରେ ଛାଡିଦିଏ”