Door43-Catalog_or_tn/LUK/14/01.md

2.0 KiB

ରୋଟୀ ଭୋଜନ କରିବା ନିମନ୍ତେ

“ଭୋଜନ କରିବା ନିମନ୍ତେ” କିମ୍ବା “ଭୋଜନ ନିମନ୍ତେ”। ରୋଟୀ ଭୋଜନର ବିଶେଷ ଅଂଶ ଥିଲା ଆଉ ଏହି ବାକ୍ୟ ଖାଦ୍ୟକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି। (ଦେଖନ୍ତୁ: ଉପଲକ୍ଷଣ)

ତାହାଙ୍କୁ ଲକ୍ଷ୍ୟ କରି ରହିଲେ

ସେମାନେ ଦେଖିବାକୁ ଇଚ୍ଛା କରୁଥିଲେ ଯେ ଯଦି ସେମାନେ ତାହାଙ୍କୁ ଭୁଲ କରିବା ନିମନ୍ତେ ଦୋଷୀ କରିପାରନ୍ତି।

ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଲୋକ ଥିଲା

ଏହି ଶବ୍ଦ “ଦେଖ” କାହାଣୀର ଏକ ନୂତନ ବ୍ୟକ୍ତି ନିମନ୍ତେ ଆମ୍ଭମାନଙ୍କୁ ସତର୍କ କରାଏ। ଇଙ୍ଗରାଜୀ ବ୍ୟବହାର କରେ “ସେଠାରେ ତାହାଙ୍କ ସମ୍ମୁଖରେ ଜଣେ ଲୋକ ଥିଲା ଯିଏ…”

ଯିଏ ଜଳଦର ରୋଗରେ ପୀଡିତ ଥିଲା

ଜଳଦର ରୋଗ ହେଉଛି ଜଳ ଦ୍ୱାରା ଫୁଲିବା କାରଣରୁ ଶରୀରର ଅଂଶ ଉପରକୁ ହୋଇଯାଏ। କେତେକ ଭାଷାରେ ଏହି ପରିସ୍ଥିତି ନିମନ୍ତେ ନାମ ଥାଇ ନ ପାରେ। ଏହି ବାକ୍ୟାଂଶ ଏହିପରି ଅନୁବାଦ କରାଯାଇପାରେ “ଜଳରେ ତାହାର ଶରୀରର ଅଂଶ ଫୁଲିଯିବା କାରଣରୁ ସେ ପୀଡିତ ଥିଲା।”

ସୁସ୍ଥ କରିବା ବିଧି ସଙ୍ଗତା କି ନା

“ସୁସ୍ଥ କରିବା ନିମନ୍ତେ କଅଣ ବ୍ୟବସ୍ଥା ଅନୁମତି ଦିଏ”