Door43-Catalog_or_tn/LUK/13/31.md

2.3 KiB
Raw Permalink Blame History

ସେହି ଦଣ୍ଡରେ

“ଯୀଶୁ କହିବା ସମାପ୍ତ କରିବା କ୍ଷଣି”

ଏ ସ୍ଥାନ ଛାଡ଼ି ବାହାରିଯାଉନ୍ତୁ କାରଣ ହେରୋଦ ଆପଣଙ୍କୁ ବଧ କରିବାକୁ ଇଚ୍ଛା କରୁଅଛନ୍ତି

ଯୀଶୁଙ୍କ ନିମନ୍ତେ ଏକ ସତର୍କ ରୂପେ ଏହା ଅନୁବାଦ କର। ସେମାନେ ତାହାଙ୍କୁ କେଉଁଠାରେ ଚାଲିଯିବାକୁ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଥିଲେ।

ହେରୋଦ ଆପଣଙ୍କୁ ବଧ କରିବାକୁ

“ହେରୋଦ ଇଚ୍ଛା କରୁଅଛନ୍ତି ତୁମ୍ଭେ ବଧ ହୁଅ।” ହେରୋଦ ଯୀଶୁଙ୍କୁ ବଧ କରିବା ନିମନ୍ତେ ଲୋକମାନଙ୍କୁ ଆଦେଶ ଦେଇପାରନ୍ତି।

ସେହି କୋକିଶିଆଳି

ଯୀଶୁ ହେରୋଦକୁ କୋକିଶିଆଳି କହୁଛନ୍ତି। କୋକିଶିଆଳି ହେଉଛି ଏକ ଛୋଟ କୁକୁର। ଏହା ଏକ ଉଦାହରଣ ଅଟେ। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ହେରୋଦ କୌଣସି ପ୍ରକାରେ ଅଧିକ ଭୟ ଦେଖାଉ ନ ଥିଲେ ) ହେରୋଦ ପ୍ରବଞ୍ଚକ ଥିଲେ। (ଦେଖନ୍ତୁ: ଉଦାହରଣ)।

ଯିରୁଶାଲମ ବାହାରେ ଭାବବାଦୀର ବିନଷ୍ଟ ହେବା ଉଚିତ୍ ନୁହେଁ

ଯିହୁଦୀୟ ନେତାମାନେ ଯିରୁଶାଲମରେ ଈଶ୍ୱରଙ୍କ ଭାବବାଦୀମାନଙ୍କ ମଧ୍ୟରୁ ଅନେକଙ୍କୁ ବଧ କରିଥିଲେ ଆଉ ଯୀଶୁ ଜାଣିଲେ ଯେ ସେମାନେ ତାହାଙ୍କୁ ମଧ୍ୟ ସେଠାରେ ବଧ କରିବେ। ବିକଳ୍ପ ଅନୁବାଦ: “ଯିରୁଶାଲମରେ ଯିହୁଦୀୟ ନେତାମାନେ ଈଶ୍ୱରଙ୍କ ଦୂତମାନଙ୍କୁ ବଧ କଲେ।” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)