Door43-Catalog_or_tn/LUK/13/28.md

2.4 KiB
Raw Permalink Blame History

(ଯୀଶୁ ଈଶ୍ୱରଙ୍କ ରାଜ୍ୟରେ ଯିବା ବିଷୟରେ କହି ଆସୁଅଛନ୍ତି।)

ଦନ୍ତର କିଡିମିଡି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ତୁମ୍ଭେମାନେ ଆପଣା ଦାନ୍ତ କିଡିମିଡି କରିବ କାରଣ ତୁମ୍ଭେମାନେ କ୍ରୋଧୀ ଅଟ କିମ୍ବା ) ତୁମ୍ଭେମାନେ ଆମ୍ଭମାନଙ୍କ ଦାନ୍ତ କିଡିମିଡି କରିବ କାରଣ ତୁମ୍ଭେମାନେ କଷ୍ଟରେ ଅଛ। ଯଦି ଆପଣଙ୍କ ସଂସ୍କୃତିରେ କ୍ରୋଧର ସହିତ ଦାନ୍ତ କିଡିମିଡି କରିବା ସମ୍ବନ୍ଧରେ ନାହିଁ, ଏହା ଏହିପରି ଅନୁବାଦ କରାଯାଇପାରେ “କ୍ରୋଧରେ ଦାନ୍ତ କିଡିମିଡି କରିବା” କିମ୍ବା ଆପଣଙ୍କ ସଂସ୍କୃତିରେ ଲୋକମାନେ କ୍ରୋଧ ପ୍ରକାଶ କରିବାର ପ୍ରକାର ଥାଏ ତୁମ୍ଭେମାନେ ତାହା ବ୍ୟବହାର କରନ୍ତୁ, ଯେପରି “ଆପଣା ପାଦ ବାଡେଇ ବାଡେଇ ଚାଲିବା” କିମ୍ବା “ଆପଣା ଦାନ୍ତକୁ ଦୃଢ଼ ଭାବରେ ଦବାଇବା” କିମ୍ବା “ ବିରକ୍ତ ହୋଇ ଦାନ୍ତ ଦେଖାଇବା”

ଯେତେବେଳେ ତୁମ୍ଭେମାନେ—ଆପଣା ଆପଣାକୁ ବାହାରେ ପକାଯାଉଥିବା

“ଯେତେବେଳେ ତୁମ୍ଭେମାନେ ଆପଣାକୁ ବାହାରେ ପକାଯାଉଥିବ”

ସେମାନେ ଆସିବେ

“ଲୋକମାନେ ଆସିବେ”

ଶେଷରେ ଥିବା କେତେକ ପ୍ରଥମ ହେବେ

ଏହା ସମ୍ମାନ ଓ ପ୍ରାଧାନ୍ୟର ବିଷୟ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଯେକେହି ଶେଷ ପ୍ରାଧାନ୍ୟଯୁକ୍ତ ଅଟେ ସେ ଅଧିକତମ ପ୍ରାଧାନ୍ୟଯୁକ୍ତ ହେବ” କିମ୍ବା “ଯେକେହି ଅସମ୍ମାନୀୟ ଅଟେ ସେ ସମ୍ମାନୀୟ ହେବ।”