Door43-Catalog_or_tn/LUK/13/25.md

1.1 KiB

(ଯୀଶୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବିଷୟରେ କହି ଆସୁଅଛନ୍ତି।)

ଗୃହକର୍ତ୍ତା

ଏହା ଈଶ୍ୱରଙ୍କୁ ଦର୍ଶାଏ ଓ ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର”।

ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ

ଯୀଶୁ ଲୋକସମୂହକୁ କହୁଥିଲେ। “ତୁମ୍ଭେମାନେ” ର ପ୍ରକାର ବହୁବଚନ ଅଟେ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)। ସେ ସେମାନଙ୍କୁ କହୁଛନ୍ତି ଯେପରି ସେମାନେ ଦ୍ୱାର ଦେଇ ରାଜ୍ୟରେ ପ୍ରବେଶ କରିବେ ନାହିଁ।

ମୋ' ପାଖରୁ ଦୂର ହୁଅ

“ମୋ' ଠାରୁ ଦୂରକୁ ଯାଅ”

ଅଧର୍ମାଚାରୀମାନେ

“ଯେଉଁ ଲୋକ ମନ୍ଦ କାର୍ଯ୍ୟ କରେ”