Door43-Catalog_or_tn/LUK/13/20.md

1.4 KiB

(ଯୀଶୁ ସମାଜଗୃହରେ କହି ଆସୁଅଛନ୍ତି।)

ମୁଁ କାହା ସହିତ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବି?

ଏହା ଅନ୍ୟ ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା, ଏହା ବିଷୟରେ ଯୀଶୁ କଅଣ କହିବାକୁ ଇଚ୍ଛା କରନ୍ତି ତାହାର ପରିଚୟ କରାଏ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଏହା ଏକ ଉକ୍ତି ରୂପେ ଏହିପରି ଅନୁବାଦ କରାଯାଇପାରେଯେପରି ୟୁଡିବୀରେ ଅଛି।

ଏହା ଖମୀର ସଦୃଶ୍ୟ ଅଟେ

କେବଳ ଅଳ୍ପ ମାତ୍ରର ଖମୀର ଏକ ପିଣ୍ଡୁଳାକୁ ଫୁଲାଇବା ନିମନ୍ତେ ଆବଶ୍ୟକ ଅଟେ। ଯେପରି ୟୁଡିବୀରେ ଅଛି ସେହିପରି ଏହାକୁ ସ୍ପଷ୍ଟ କରାଯାଇପାରେ।

ମହଣେ ମଇଦା

ଏହା ଏହିପରି ଅନୁବାଦ କରାଯାଇପାରେ “ଏକ ଅତି ବଡ଼ ପରିମାଣର ମଇଦା” କିମ୍ବା ଏକ ଅତି ବଡ଼ ପରିମାଣର ମଇଦା ମାପିବା ନିମନ୍ତେ ଆପଣଙ୍କ ସଂସ୍କୃତି ର ଶବ୍ଦ ସହିତ।