Door43-Catalog_or_tn/LUK/13/12.md

1.3 KiB

ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ

“ତୁମ୍ଭେ ଆପଣା ରୋଗରୁ ସୁସ୍ଥ ହେଲ”। ଏହା କହିବା ଦ୍ୱାରା, ଯୀଶୁ ଏହା କଲେ। ଏହା ଆଦେଶ ରୂପେ (ୟୁଏଲ୍‌ବି) କିମ୍ବା ଏକ ଉକ୍ତି ରୂପେ (ୟୁଡିବୀ) ଏହିପରି ଅନୁବାଦ କରାଯାଇପାରେ। (ଦେଖନ୍ତୁ ବାକ୍ୟଗୁଡ଼ିକ)

ସେ ତାହା ଉପରେ ଆପଣା ହାଥ ଥୋଇଲେ

“ସେ ତାହାକୁ ସ୍ପର୍ଶ କଲେ”

ଯୀଶୁ ସୁସ୍ଥ କରିଥିବା କାରଣରୁ ଅତିଶୟ ବିରକ୍ତ ହେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁ ସୁସ୍ଥ କରିବାରୁ ଅତିଶୟ କ୍ରୁଦ୍ଧ ହେଲେ।”

ଉତ୍ତର ଦେଲେ ଓ କହିଲେ

“କହିଲେ” କିମ୍ବା “ଉତ୍ତର ଦେଲେ”

ସେହିସବୁ ଦିନରେ ଆସ ଓ ସୁସ୍ଥ ହୁଅ

“ସେହି ଛଅ ଦିନମାନଙ୍କରେ ସୁସ୍ଥ ହେବା ନିମନ୍ତେ ଆସ”