Door43-Catalog_or_tn/LUK/13/10.md

1.0 KiB

ବିଶ୍ରାମବାର ସମୟରେ

“ବିଶ୍ରାମବାରରେ”। କେତେକ ଭାଷାରେ କୁହନ୍ତି “ଗୋଟିଏ ବିଶ୍ରାମବାରରେ” କାରଣ ଆମ୍ଭେମାନେ ଜାଣି ନାହୁଁଏହା କେଉଁ ନିର୍ଦ୍ଦିଷ୍ଟ ବିଶ୍ରାମବାର ଥିଲା।

ଦେଖ

ଏହି ଶବ୍ଦ “ଦେଖ” ଏଠାରେ କାହାଣୀରେ ଏକ ନୂତନ ବ୍ୟକ୍ତି ବିଷୟରେ ଆମ୍ଭମାନଙ୍କର ଧ୍ୟାନ ଆକର୍ଷଣ କରେ। ଆପଣଙ୍କ ଭାଷାରେ ଏହିପ୍ରକାର କରିବାର ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ସେଠାରେ ଜଣେ ସ୍ତ୍ରୀଲୋକ ଥିଲେ …”

ଦୁର୍ବଳକାରୀ ଆତ୍ମା

“ଯେଉଁ ଦୁଷ୍ଟାତ୍ମା ତାହାକୁ ଦୁର୍ବଳ କରିଥିଲା”