Door43-Catalog_or_tn/LUK/11/52.md

1.5 KiB

(ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞକୁ କହି ଆସୁଅଛନ୍ତି ଯେ ସେମାନେ କିପରି ଈଶ୍ୱରଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି।)

ତୁମ୍ଭେମାନେ ଜ୍ଞାନର କଞ୍ଚି ହରଣ କଲ

ଏହା ଏକ ଉଦାହରଣ ଅଟେ। ଏହାର ଅର୍ଥ “ତୁମ୍ଭେମାନେ ଯେଉଁଠାରେ ଈଶ୍ୱରଙ୍କ ସତ୍ୟ ସଞ୍ଚିତ ଅଛି ଲୋକମାନଙ୍କୁ ସେଠାରେ ପ୍ରବେଶ କରିବା ନିମନ୍ତେ ବାଧା ଦେଉଅଛ।” ଏହା ଏହିପରି ଏକ ଉପମା ରୂପରେ ଅନୁବାଦ କରାଯାଇପାରେ ଯେପରି ୟୁଡିବିରେ ଅଛି। (ଦେଖନ୍ତୁ: ଉଦାହରଣ)

କଞ୍ଚି

ଏହା ପ୍ରବେଶ ଅଧିକାରର ଅର୍ଥକୁ ପ୍ରତିନିଧିତ୍ୱ କରେ, ଯେପରି ଏକ ଗୃହରେ ବା ଗୋଦାମ କୋଠରୀରେ।

ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ

“ତୁମ୍ଭେ ଜ୍ଞାନପ୍ରାପ୍ତ ହେବା ନିମନ୍ତେ ନିଜେ ପ୍ରବେଶ କଲ ନାହିଁ” ଏହି ଉଦାହରଣର ଅର୍ଥ “ତୁମ୍ଭେ ନିଜେ ନିଜେ ଜ୍ଞାନର ବ୍ୟବହାର କରୁଅଛ।”