Door43-Catalog_or_tn/LUK/11/42.md

2.2 KiB
Raw Permalink Blame History

(ଯୀଶୁ ଫାରୁଶୀମାନଙ୍କୁ କହି ଆସୁଅଛନ୍ତି।)

ତୁମ୍ଭେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ

“ତୁମ୍ଭେ ତୁମ୍ଭମାନଙ୍କ ପୋଦିନା, ଓ ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଈଶ୍ୱରଙ୍କୁ ଦେଉଥାଅ।” ଫାରୁଶୀମାନେ ଆପଣା ଆୟର ଦଶମ ଅଂଶ ଦେବାରେ କିପରି ଅଟନ୍ତି ତାହାର ଉଦାହରଣ ଯୀଶୁ ଦେଉଅଛନ୍ତି।

ପୋଦିନା, ଓ ଆରୁଦ

ଏଗୁଡିକ ଉଦ୍ଭିଦ ଅଟନ୍ତି। ଲୋକମାନେ ଆପଣା ଅନ୍ୟ ଖାଦ୍ୟରେ ସ୍ୱାଦ ନିମନ୍ତେ ଏହାର ପତ୍ରରୁ ଅଳ୍ପମାତ୍ରାରେ ପକାନ୍ତି। ଯଦି ଲୋକମାନେ ପୋଦିନା, ଓ ଆରୁଦ କଅଣ ଅଟେ ବୋଲି ଜାଣି ନାହାନ୍ତି, ତୁମ୍ଭେମାନେ ସେମାନେ ଜାଣିଥିବା ଉଦ୍ଭିଦର ନାମ କିମ୍ବା ସାଧାରଣ ବକ୍ତବ୍ୟ ଯେପରି “ଉଦ୍ଭିଦ” ବ୍ୟବହାର କରିପାର।

ସମସ୍ତ ପ୍ରକାର ଶାକ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପ୍ରତ୍ୟେକ ଅନ୍ୟ ପରିବା” ) “ପ୍ରତ୍ୟେକ ଅନ୍ୟ ପ୍ରକାର ଶାକ” କିମ୍ବା ୩) “ପ୍ରତ୍ୟେକ ଅନ୍ୟ ଉଦ୍ଭିଦ”

ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ୍

ଏହି ଯୁଗ୍ମ ନାକାରାତ୍ମକ ଏହିପରି ସାକାରାତ୍ମକ ବକ୍ତବ୍ୟରେ ଅନୁବାଦ କରାଯାଇପାରେ: “ମାତ୍ର ଏହା ସର୍ବଦା କରିବା ସହିତ ଅନ୍ୟ ଭଲ ବିଷୟ ମଧ୍ୟ କରିବା।” (ଦେଖନ୍ତୁ: ଯୁଗ୍ମ ନାକାରାତ୍ମକ)