Door43-Catalog_or_tn/LUK/11/39.md

2.1 KiB

ଗିନା ଓ ଥାଳିର ବାହାର

ପାତ୍ରର ବାହାର ପାର୍ଶ୍ୱ ପରିଷ୍କାର କରିବା ଫାରୁଶୀମାନଙ୍କର ବିଧିଗତ ଅଭ୍ୟାସର ଏକ ଅଂଶ ଥିଲା

ମାତ୍ର ତୁମ୍ଭମାନଙ୍କ ଭୀତର ଲୁଣ୍ଠନକର୍ମ ଓ ଦୁଷ୍ଟତାରେ ପରିପୂର୍ଣ୍ଣ

ଏହା ଏକ ଉଦାହରଣ ଅଟେ ଯାହା ସେମାନେ ଯେଉଁପ୍ରକାରେ ପାତ୍ରର ଭୀତର ପାର୍ଶ୍ୱକୁ ଉପେକ୍ଷା କରନ୍ତି ଏହାକୁ ତୁଳନା କରାଯାଏ କିପରି ସେମାନେ ଆପଣାର ନିଜ ଆନ୍ତରିକ ଅବସ୍ଥିତିକୁ ଉପେକ୍ଷା କରନ୍ତି। (ଦେଖନ୍ତୁ: ଉଦାହରଣ)

ଯେ ବାହାର ସୃଷ୍ଟି କଲେ, ସେ କି ଭୀତର ମଧ୍ୟ ସୃଷ୍ଟି କଲେ ନାହିଁ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଯୀଶୁ ଫାରୁଶୀମାନଙ୍କୁ ଈଶ୍ୱରଙ୍କ ବିଷୟରେ ସେମାନଙ୍କ ହୃଦୟରେ ଯାହା ଅଛି ତାହା ଜାଣି ନ ଥିବା ନିମନ୍ତେ ଅନୁଯୋଗ କଲେ। ଏହା ଏହିପରି ଏକ ବକ୍ତବ୍ୟରେ ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଭୀତରେ ଯାହା ଯାହା ଅଛି ସେହିସବୁ ଗରିବକୁ ଦାନ କର

“ଭୀତରେ ଯାହା ଅଛି ସେହିସବୁ ଗରିବ ଲୋକମାନଙ୍କୁ ଦାନ କର।” ଏହାର ଅର୍ଥ “କେବଳ ବାହାରେ ପରିଷ୍କାର କରିବା ଅପେକ୍ଷା ଈଶ୍ୱରଙ୍କ ନିମନ୍ତେ ଭୀତର ବ୍ୟବହାର କରିବା ନିମନ୍ତେ ଧ୍ୟାନ ଦିଅ।”