Door43-Catalog_or_tn/LUK/11/33.md

3.7 KiB

(ଯୀଶୁ ଲୋକସମୂହକୁ ଶିକ୍ଷା ଦେଇ ଆସୁଅଛନ୍ତି।)

ଏହି ଶିକ୍ଷା ଲୋକସମୂହର ପ୍ରତ୍ୟେକ ଜଣ ବୁଝନ୍ତୁ ବୋଲି ଯୀଶୁଙ୍କର ଅଭିପ୍ରାୟ ନ ଥିଲା। ତେଣୁ ଏହାର ପ୍ରତିରୂପକୁ ସରଳ ଭାବରେ ଅନୁବାଦ କରିବା ଉତ୍ତମ ହୋଇପାରେ, ତାହା ବର୍ଣ୍ଣନା କରିବା ବଦଳରେ।

ଦୀପ

ଏହା ଏକ ଛୋଟ ତାଟିଆ ଥିଲା ଯାହା ଭୀତରେ ଜାଳେଣୀ ନିମନ୍ତେ ସଳିତା ଓ ଜୈତୁନ ତେଲ ରହୁଥିଲା। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଆଲୋକ ଦିଏ।

ଏହା ଗୁପ୍ତ କୋଠରୀରେ ରଖେ

“ଏହା ଗୁପ୍ତ କୋଠରୀରେ ଲୁଚାଇରଖେ”

ଦୀପରୁଖା ଉପରେ

“ମେଜ ଉପରେ” କିମ୍ବା “ସେମାନେ ଏହାକୁ ଥାକରେ ରଖନ୍ତି”

ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ

ଏହା କେତେକ ଅଳଙ୍କାର ଅଟେ। ସେହି ଚକ୍ଷୁ ଦୃଷ୍ଟି ନିମନ୍ତେ ଲାକ୍ଷଣିକ ଶବ୍ଦ ଅଟେ, ଯାହା ବୁଝିବା ନିମନ୍ତେ ଉଦାହରଣ ଅଟେ। ଏହି ଶରୀର ଏକ ବ୍ୟକ୍ତିର ଜୀବନ ନିମନ୍ତେ ଉପଲକ୍ଷ ଅଳଙ୍କାର ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭର ଚକ୍ଷୁ ତୁମ୍ଭର ଜୀବନ ନିମନ୍ତେ ପ୍ରଦୀପ ଅଟେ” କିମ୍ବା “ତୁମ୍ଭର ଦୃଷ୍ଟି ତୁମ୍ଭର ଜୀବନ ନିମନ୍ତେ ପ୍ରଦୀପ ଅଟେ” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ ଓ ଉଦାହରଣ ଓ ଉପଲକ୍ଷ ଅଳଙ୍କାର) ଯେହେତୁ ଯୀଶୁ କିଛି ବିଷୟ କହୁଅଛନ୍ତି ଯାହା ପ୍ରତ୍ୟେକଙ୍କ ନିମନ୍ତେ ସତ୍ୟ ଅଟେ, ଏହା ଏହିପରି ଅନୁବାଦ କରାଯାଇପାରେ “ଚକ୍ଷୁ ଏକ ବ୍ୟକ୍ତିର ଶରୀର ନିମନ୍ତେ ପ୍ରଦୀପ ଅଟେ।”

ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ

“ଯେତେବେଳେ ତୁମ୍ଭର ଦୃଷ୍ଟି ଭଲ ଥାଏ” କିମ୍ବା “ଯେତେବେଳେ ତୁମ୍ଭେ ଭଲ ଭାବରେ ଦେଖି ପାର”

ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ

ଆଲୋକ ସତ୍ୟ ନିମନ୍ତେ ଉଦାହରଣ ଅଟେ। ଏହି ଉଦାହରଣର ଅର୍ଥ “ତୁମ୍ଭର ସମ୍ପୂର୍ଣ୍ଣ ଜୀବନ ସତ୍ୟର ଆଲୋକରେ ପୁର୍ଣ୍ଣ ହେବ” କିମ୍ବା “ତାହାର ସମ୍ପୂର୍ଣ୍ଣ ଜୀବନ ସତ୍ୟରେ ପୁର୍ଣ୍ଣ ହେବ”

ଯେତେବେଳେ ତୁମ୍ଭର ଚକ୍ଷୁ ଦୂଷିତ ହୁଏ, ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ।

ଅନ୍ଧକାର ମିଥ୍ୟା ନିମନ୍ତେ ଉଦାହାରଣ ଅଟେ।ଏହି ଉଦାହରଣର ଅର୍ଥ “ଯେତେବେଳେ ତୁମ୍ଭର ଦୃଷ୍ଟି ମନ୍ଦ ଅଟେ, ତୁମ୍ଭର ସମ୍ପୂର୍ଣ୍ଣ ଜୀବନ ମିଥ୍ୟାରେ ପୂର୍ଣ୍ଣ ଅଟେ।