Door43-Catalog_or_tn/LUK/11/32.md

683 B

କାରଣ ସେମାନେ ମନ ପରିବର୍ତ୍ତନ କରିଥିଲେ

ନୀନିବୀୟ ଲୋକମାନେ ମନ ପରିବର୍ତ୍ତନ କରିଥିଲେ।

ଜଣେ ମହତ୍ ବିଷୟ

ଯେତେବେଳେ ଯୀଶୁ ଏହା କହିଲେ, ସେ ଆପଣା ବିଷୟରେ କହୁଥିଲେ।

ଜଣେ ମହତ୍ ବିଷୟ ଏସ୍ଥାନରେ ଅଛି

ଏହି ଅନୁଯୋଗ ଯାହା ଯୀଶୁ ଚାହୁଁଥିଲେ ସେମାନେ ବୁଝନ୍ତୁ “କିନ୍ତୁ ସେମାନେ ମନ ପରିବର୍ତ୍ତନ କଲେ ନାହିଁ”