Door43-Catalog_or_tn/LUK/11/31.md

1.1 KiB

ଦକ୍ଷିଣ ଦେଶର ରାଣୀ

ଏହା ଶିବା ଦେଶର ରାଣୀଙ୍କୁ ଦର୍ଶାଏ। ଶିବା ଇସ୍ରାଏଲର ଦକ୍ଷିଣରେ ଏକ ରାଜ୍ୟ ଥିଲା।

ସହିତ ଉଠି ଦୋଷୀ କରିବେ

“ମଧ୍ୟ ଉଠିବେ ଓ ଦୋଷୀ କରିବେ”

ପୃଥିବୀର ପ୍ରାନ୍ତରରୁ ଆସିଥିଲେ

“ସେ ଅତି ବଡ ଦୂରରୁ ଆସିଥିଲେ।” “ପୃଥିବୀର ପ୍ରାନ୍ତରରୁ” ଏକ ରୂଢ଼୍ୟୋକ୍ତି ଅଟେ ଯାହାର ଅର୍ଥପୃଥିବୀର ପ୍ରାନ୍ତରରୁ “ବହୁତ ଦୂର ସ୍ଥାନରୁ।” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଶଲୋମନଙ୍କ ଅପେକ୍ଷା ମହତ୍ ବିଷୟ ଏ ସ୍ଥାନରେ ଅଛି

ଏହି ଅନୁଯୋଗ ଯାହା ଯୀଶୁ ଚାହୁଁଥିଲେ ସେମାନେ ବୁଝନ୍ତୁ “କିନ୍ତୁ ତୁମ୍ଭେମାନେ ମୋତେ ଶୁଣିନାହଁ”