Door43-Catalog_or_tn/LUK/11/29.md

2.1 KiB

ଏହି ବର୍ତ୍ତମାନ ପୁରୁଷ

“ଏହି ସମୟରେ ଯେଉଁ ଲୋକମାନେ ବାସ କରୁଛନ୍ତି” (ୟୁଡିବୀ)

ଏମାନେ ଚିହ୍ନ ଅନ୍ୱେଷଣ କରନ୍ତି

“ସେମାନେ ଚାହାଁନ୍ତି ମୁଁ ସେମାନଙ୍କୁ ଚିହ୍ନ ଦେବି” କିମ୍ବା “ତୁମ୍ଭମାନଙ୍କ ମଧ୍ୟରୁ ଅନେକ ଚାହାଁନ୍ତି ମୁଁ ସେମାନଙ୍କୁ ଚିହ୍ନ ଦେବି।” ସେମାନେ କି ପ୍ରକାର ଚିହ୍ନ ଚାହାଁନ୍ତି ସେ ବିଷୟରେ ସ୍ପଷ୍ଟ କରାଯାଇପାରେ ଯେପରି ୟୁଡିବିରେ ଅଛି। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ

“ଈଶ୍ୱର ସେମାନଙ୍କୁ କୌଣସି ଚିହ୍ନ ଦେବେ ନାହିଁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯୂନସଙ୍କ ଚିହ୍ନ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୂନସଙ୍କ ପ୍ରତି କଅଣ ଘଟିଲା” କିମ୍ବା “ଈଶ୍ୱର ଯୂନସଙ୍କ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କଲେ” (ୟୁଡିବୀ)।

ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେଲେ…ସେହିପରି

ଏହାର ଅର୍ଥ,ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଈଶ୍ୱରଠାରୁ ଚିହ୍ନସ୍ୱରୂପ ହେଲେ ଠିକ୍ ସେହିପରି ଯୀଶୁ ମଧ୍ୟ ଯିହୁଦୀ ଲୋକମାନଙ୍କ ପ୍ରତି ଈଶ୍ୱରଠାରୁ ଚିହ୍ନସ୍ୱରୂପ ହେଲେ।

ମନୁଷ୍ୟପୁତ୍ର

ଯୀଶୁ ଆପଣାକୁ ଦର୍ଶାଉଅଛନ୍ତି।