Door43-Catalog_or_tn/LUK/11/2.md

1.0 KiB

ଯୀଶୁ ସେମାନଙ୍କୁ କହିଲେ

“ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ”

ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ

ଏହା ଏହିପରି ଅନୁବାଦ କରାଯାଇପାରେ “ସମସ୍ତ ଲୋକ ତୁମ୍ଭକୁ ସମ୍ମାନ ଦିଅନ୍ତୁ” କିମ୍ବା “ପ୍ରତ୍ୟେକ ଜଣ ତୁମ୍ଭର ନାମକୁ ସମ୍ମାନ ଦେବାର କାରଣ ହେଉନ୍ତୁ।” ଏହାର ଅର୍ଥ “ଆମ୍ଭେମାନେ ଇଚ୍ଛା କରୁ ପ୍ରତ୍ୟେକ ଜଣ ତୁମ୍ଭକୁ ସମ୍ମାନ ଦିଅନ୍ତୁ।

ତୁମ୍ଭର ରାଜ୍ୟ ଆସୁ

“ତୁମ୍ଭର ରାଜ୍ୟ ସ୍ଥାପିତ ହେଉ।” ଏହାର ଅର୍ଥ “ଆମ୍ଭେମାନେ ଇଚ୍ଛା କରୁ ତୁମ୍ଭେ ଆପଣା ଲୋକମାନଙ୍କ ଉପରେ ରାଜତ୍ୱ କର।”