Door43-Catalog_or_tn/LUK/11/1.md

1.2 KiB

ଏହା ଘଟିଲା

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର ହୋଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ସେ ପ୍ରାର୍ଥନା ସମାପ୍ତ କରନ୍ତେ

କେତେକ ଭାଷାରେ ସର୍ବନାମ “ସେ” ବ୍ୟବହାର କରିବା ପରିବର୍ତ୍ତେ ଯୀଶୁ ନାମ ବ୍ୟବହାର କରିବା ଅଧିକ ସ୍ୱାଭାବିକ ହେବ। କହିବା ପୂର୍ବରୁ ଯୀଶୁ ପ୍ରାର୍ଥନା କରୁଥିଲେ ଏହା ବ୍ୟକ୍ତ କରିବା ମଧ୍ୟ ଅଧିକ ସ୍ୱାଭାବିକ ହୋଇପାରେ “ଯେତେବେଳେ ଯୀଶୁ ପ୍ରାର୍ଥନା ସମାପ୍ତ କଲେ।” (ଦେଖନ୍ତୁ ୟୁଡିବୀ)