Door43-Catalog_or_tn/LUK/10/40.md

1.4 KiB
Raw Permalink Blame History

କଅଣ ଆପଣଙ୍କର ମନ ନାହିଁ

ମାର୍ଥା ଅଭିଯୋଗ କରୁଛନ୍ତି ଯେ ଯେତେବେଳେ କରିବା ନିମନ୍ତେ ବହୁତ କାମ ଥିଲା ପ୍ରଭୁ ମରିୟମକୁ ଚରଣ ତଳେ ବସି ତାହାଙ୍କ କଥା ଶୁଣିବା ନିମନ୍ତେ ଅନୁମତି ଦେଇଥିଲେ। ସେ ପ୍ରଭୁଙ୍କୁ ସମ୍ମାନ ଦେଉଥିଲା ତେଣୁ ସେ ନରମ ଭାବରେ ଆପଣା ଅଭିଯୋଗ କରିବା ନିମନ୍ତେ ଏକ ପ୍ରଭାବିତ ପ୍ରଶ୍ନକୁ ବ୍ୟବହାର କଲେ। ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣଙ୍କର ଆଗ୍ରହ ନାହିଁ ସଦୃଶ୍ୟ ଏହା ପ୍ରତୀୟମାନ ହୁଏ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ମୁଁ ତାହାଠାରୁ ଏହି ସୁଯୋଗ ଛଡାଇ ନେବି ନାହିଁ” କିମ୍ବା ) “ସେ ମୋ' ଠାରୁ ଶୁଣିବାରେ ଯାହା ସେ ପାଇଅଛି ତାହା ସେ ହରାଇବ ନାହିଁ।”