Door43-Catalog_or_tn/LUK/10/36.md

1.0 KiB

(ଯୀଶୁ ଯେଉଁ ବ୍ୟକ୍ତି ତାହାଙ୍କୁ ପଚାରିଥିଲା “ମୋର ପ୍ରତିବାସୀ କିଏ?” ତାହାକୁ ଆପଣା କାହାଣୀ କହି ଆସୁଅଛନ୍ତି)

ଏହି ତିନି ଜଣଙ୍କ ମଧ୍ୟରୁ କିଏ, ବୋଲି ତୁମ୍ଭେ ଚିନ୍ତା କରୁଅଛ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ କଅଣ ଚିନ୍ତା କରୁଅଛ? ହି ତିନି ଜଣଙ୍କ ମଧ୍ୟରୁ କିଏ।”

ପ୍ରତିବାସୀ ଥିଲା

“ଆପଣାକୁ ଏକ ପ୍ରକୃତ ପ୍ରତିବାସୀ ବୋଲି ଦେଖାଇଲା” (ୟୁଡିବୀ)

ଡକାଇତମାନଙ୍କ ହାବୁଡ଼ରେ ପଡିଥିବା ଲୋକଟିର

“ଡକାଇତମାନଙ୍କ ଦ୍ୱାରା ଆକ୍ରମଣ କରାଯାଇଥିବା ଲୋକଟିର”