2.8 KiB
(ଯୀଶୁ ଯେଉଁ ବ୍ୟକ୍ତି ତାହାଙ୍କୁ ପଚାରିଥିଲା “ମୋର ପ୍ରତିବାସୀ କିଏ?” ତାହାକୁ ଆପଣା କାହାଣୀ କହି ଆସୁଅଛନ୍ତି)
କିନ୍ତୁ ଜଣେ ଶମିରୋଣୀୟ ପଥିକ
ଏହା କାହାଣୀରେ ଏକ ନୂତନ ବ୍ୟକ୍ତି ତାହାର ନାମ ନ ଦେଇ ପରିଚୟ କରାଏ।ଆମ୍ଭେମାନେ କେବଳ ଜାଣୁ ଯେ ସେ ଜଣେ ଶମିରୋଣୀୟ ଥିଲା। ଯିହୁଦୀମାନେ ଶମିରୋଣୀୟମାନଙ୍କୁ ଘୃଣା କଲେ ଓ ଭାବିଲେ ଯେ ସେ ସେହି କ୍ଷତବିକ୍ଷତ ଯିହୁଦୀକୁ ସାହଯ୍ୟ କରିବ ନାହିଁ।
ଯେତେବେଳେ ସେ ତାହାକୁ ଦେଖିଲା
“ଯେତେବେଳେ ସେହି ଶମିରୋଣୀୟ ସେହି କ୍ଷତବିକ୍ଷତ ମନୁଷ୍ୟକୁ ଦେଖିଲା”
ସେ ଦୟାରେ ବିଗଳିତ ହେଲା
“ସେ ତାହା ନିମନ୍ତେ ଦୁଃଖିତ ହେଲା”
ତାହାର କ୍ଷତସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେହିସବୁ ବାନ୍ଧିଦେଲେ
ଯେହେତୁ ସେ ପ୍ରଥମେ କ୍ଷତସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳିଥିବେ, ଏହା ଏହିପରି ଅନୁବାଦ କରାଯାଇପାରେ “ସେ କ୍ଷତସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳିଲେ ଓ ସେହି ସବୁ ଲୁଗାରେ ବାନ୍ଧିଦେଲେ।” ଦ୍ରାକ୍ଷାରସ କ୍ଷତସବୁ ପରିଷ୍କାର କରିବା ନିମନ୍ତେ ବ୍ୟବହାର କଲେ, ଆଉ ତୈଳ ସମ୍ଭବତଃ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ବ୍ୟବହାର କଲେ।
ତାହାର ଆପଣା ପଶୁ
“ତାହାର ଆପଣା ବାହନ ପଶୁ।” ଯେଉଁପଶୁକୁ ସେ ଓଜନିୟା ଭାର ବହନ କରିବା ନିମନ୍ତେ ବ୍ୟବହାର କରୁଥିଲା। ସମ୍ଭବତଃ ଏହା ଏକ ଗଧ ଥିଲା।
ଦୁଇ ଦିନାର୍
“ଦୁଇ ଦିନର ମଜୁରୀ।” “ଦିନାର୍” “ଦିନାରିଓସ୍” ର ବହୁ ବଚନ ଅଟେ। (ଦେଖନ୍ତୁ: ବାଇବଲୀୟ ଟଙ୍କା)
କର୍ତ୍ତାଙ୍କୁ
“ପାନ୍ଥଶାଳାର ପରିଚାଳକ” କିମ୍ବା “ଯେଉଁ ବ୍ୟକ୍ତି ପାନ୍ଥଶାଳାର ଯତ୍ନ ନିଏ”