Door43-Catalog_or_tn/LUK/10/31.md

2.2 KiB

(ଯୀଶୁ ଯେଉଁ ବ୍ୟକ୍ତି ତାହାଙ୍କୁ ପଚାରିଥିଲା “ମୋର ପ୍ରତିବାସୀ କିଏ?” ତାହାକୁ ଆପଣା କାହାଣୀ କହିବା ଜାରି ରଖନ୍ତି)

ଘଟଣା କ୍ରମେ

ଏହା ସେହି ବିଷୟ ନୁହେଁ ଯାହା କୌଣସି ବ୍ୟକ୍ତି ଯୋଜନା କଲା

ଏକ ବ୍ୟବସ୍ଥାଶାସ୍ତ୍ରଜ୍ଞ

ଏହି ବ୍ୟକ୍ତବ୍ୟ କାହାଣୀର ଏକ ବ୍ୟକ୍ତିର ପରିଚୟ କରେ, କିନ୍ତୁ ତାହାର ନାମ ଦ୍ୱାରା ଚିହ୍ନିତ ନୁହେଁ।

ଆଉ ସେ ତାହାକୁ ଦେଖି

“ଆଉ ଯେତେବେଳେ ସେହି ଯାଜକ ସେହି କ୍ଷତବିକ୍ଷତ ମନୁଷ୍ୟକୁ ଦେଖି।” ଏକ ଯାଜକ ହେଉଛନ୍ତି ଅତି ଧାର୍ମିକ ବ୍ୟକ୍ତି, ତେଣୁ ଶ୍ରୋତାଗଣ ଏହା ଭାବିବେ ଯେ ସେ ସେହି କ୍ଷତବିକ୍ଷତ ମନୁଷ୍ୟକୁ ସାହାଯ୍ୟ କରିପାରନ୍ତି। ଯେହେତୁ ସେ କଲେ ନାହିଁ, ଏହି ଅପ୍ରତ୍ୟାଶିତ ପରିଣାମକୁ ଧ୍ୟାନ ଦେବା ନିମନ୍ତେ ଏହି ବାକ୍ୟାଂଶ ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ଯେତେବେଳେ ସେ ତାହାକୁ ଦେଖିଲେ”।

ସେ ବାଟର ଆରପାଖ ଦେଇ ଚାଲିଗଲେ

“ସେ ବାଟର ଆରପାଖ ସେହି ମନୁଷ୍ୟକୁ ପାର ହୋଇ ଚାଲିଗଲେ”

ସେ ଚାଲିଗଲେ

ସେ ସେହି ମନୁଷ୍ୟକୁ ସାହାଯ୍ୟ କଲେ ନାହିଁ ଏହା ଅସ୍ପଷ୍ଟ ଅଟେ। ଏହା ସ୍ପଷ୍ଟ କରାଯାଇପାରେ: “ସେ ସେହି ମନୁଷ୍ୟକୁ ସାହାଯ୍ୟ ନ କରି ଚାଲିଗଲେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)