Door43-Catalog_or_tn/LUK/10/25.md

2.3 KiB

ଦେଖ

ଏହି ଘଟଣା ପରେ ଘଟିଲା। ଯେପରି ୟୁଡିବୀରେ ଅଛି ତୁମ୍ଭେମାନେ ଏହାକୁ ପାଠକ ନିମନ୍ତେ ସ୍ପଷ୍ଟ କରିପାର: “ଦିନେ ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ସମୟରେ।”

ଆଉ ଦେଖ, ବ୍ୟବସ୍ଥାଶାସ୍ତ୍ରଜ୍ଞ

ଏହି ଶବ୍ଦ “ଦେଖ” ଆମ୍ଭମାନଙ୍କୁ କାହାଣୀର ଏକ ନୂତନ ବ୍ୟକ୍ତି ନିମନ୍ତେ ସତର୍କ କରାଏ।ଆପଣଙ୍କ ଭାଷାରେ ଏହିପରି କରିବାର ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ସେଠାରେ ଜଣେ ବ୍ୟବସ୍ଥାଶାସ୍ତ୍ରଜ୍ଞ ଥିଲେ…”

ତାହାଙ୍କୁ ପରୀକ୍ଷା କରି

“ଯୀଶୁଙ୍କୁ ପରୀକ୍ଷା କରି”

ବ୍ୟବସ୍ଥାରେ କଅଣ ଲେଖାଅଛି

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ବ୍ୟବସ୍ଥାରେ ମୋଶା କଅଣ ଲେଖିଅଛନ୍ତି” କିମ୍ବା “ଧର୍ମଶାସ୍ତ୍ର କଅଣ କହେ?” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତୁମ୍ଭେ କିପରି ପାଠ କରୁଅଛ?

“ଏଥିରେ ତୁମ୍ଭେ କଅଣ ପାଠ କରିଅଛ?” କିମ୍ବା “କହିବା ନିମନ୍ତେ ତୁମ୍ଭେ ଏହା କଅଣ ବୁଝୁଅଛ?”

ତୁମ୍ଭେ ପ୍ରେମ କର…

ଏହି ଲୋକ ଦ୍ୱିତୀୟ ବିବରଣ ୧୯:୧୮ କୁ ଉଦ୍ଧୃତ କରି ଉତ୍ତର ଦେଲେ।

ଆପଣା ପ୍ରତିବାସୀ

ଏହା ଆପଣମାନଙ୍କ ସମାଜର ସଦସ୍ୟମାନଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ନାଗରିକ ବନ୍ଧୁ” କିମ୍ବା “ଆପଣମାନଙ୍କ ସମାଜର ଲୋକମାନେ।”