Door43-Catalog_or_tn/LUK/10/23.md

1.5 KiB

କେବଳ ସେମାନଙ୍କୁ କହିଲ

“କେବଳ ସେମାନଙ୍କୁ” ସମ୍ଭବତଃ ଏହା ପରେ ହେଲା। ୟୁଡିବୀ ଏହା ସ୍ପଷ୍ଟ କରେ: “ପରେ ଯେତେବେଳେ ତାହାଙ୍କ ସହିତ କେବଳ ତାହାଙ୍କ ଶିଷ୍ୟମାନେ ଥିଲେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ଏହା କେତେ ଉତ୍ତମ ଅଟେ, ଯେଉଁମାନେ ସେହିସବୁ ଦେଖନ୍ତି।” ଏହା ସମ୍ଭବତଃ ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଯୀଶୁଙ୍କ ଠାରୁ ଶୁଣିବାକୁ ଆସୁଥିଲେ।

ତୁମ୍ଭେମାନେ ଯାହା ଯାହା ଦେଖୁଅଛ

“ତୁମ୍ଭେମାନେ ଯାହା ଯାହା ମୋତେ କରିବା ଦେଖୁଅଛ”

ତୁମ୍ଭେମାନେ ଯାହା ଯାହା ଶୁଣୁଅଛ

“ତୁମ୍ଭେମାନେ ଯାହା ଯାହା ମୁଁ କହିବା ଶୁଣୁଅଛ”