Door43-Catalog_or_tn/LUK/10/22.md

2.8 KiB

(ବର୍ତ୍ତମାନ ଯୀଶୁ ଆପଣା ଶିଷ୍ୟମାନଙ୍କ ସହ କଥା କହୁଅଛନ୍ତି।)

ଆପଣମାନେ ଆବଶ୍ୟକ କରି ପାରନ୍ତି ଏକ ପରିଚୟର ଟିପ୍ପଣୀ ସଂଯୁକ୍ତ କରିବା ନିମନ୍ତେ ଯେପରି “ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କୁ କହିଲେ” (ୟୁଡିବୀ)।

ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ଠାରେ ସମର୍ପିତ ହୋଇଅଛି

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ମୋହର ପିତା ସମସ୍ତ ବିଷୟ ମୋ'ଠାରେ ସମର୍ପିତ କରିଅଛନ୍ତି।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ପୁତ୍ର

ଯୀଶୁ ତୃତୀୟ ପୁରୁଷ ଭାବରେ ଆପଣାକୁ ଦର୍ଶାଉଛନ୍ତି। (ଦେଖନ୍ତୁ: ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ପୁରୁଷ)

ଜାଣେ ପୁତ୍ର କିଏ

ଏହି ଶବ୍ଦ ଯାହା ଅନୁବାଦ କରାଯାଇଛି ଯେପରି “ଜାଣେ” ର ଅର୍ଥ ବ୍ୟକ୍ତିଗତ ଅନୁଭବରୁ ଜାଣିବା। ଈଶ୍ୱର ପିତା ଜାଣନ୍ତି ଯୀଶୁଙ୍କ ଉପାଧି।

ପିତାଙ୍କ ବିନା

ଏହାର ଅର୍ଥ ହେଲା “କେବଳ ପିତା ଜାଣନ୍ତି ଯେ ପୁତ୍ର କିଏ ଅଟନ୍ତି।”

ଜାଣେ ପିତା କିଏ

ଏହି ଶବ୍ଦ ଯାହା ଅନୁବାଦ କରାଯାଇଛି “ଜାଣେ” ର ଅର୍ଥ ବ୍ୟକ୍ତିଗତ ଅନୁଭବରୁ ଜାଣିବା। ଯେଉଁ ପ୍ରକାରେ ଯୀଶୁ ଜାଣନ୍ତି ସେହି ପ୍ରକାରେ ଈଶ୍ୱର ତାହାଙ୍କ ପିତା ଜାଣନ୍ତି।

ପୁତ୍ରଙ୍କ ବିନା

ଏହାର ଅର୍ଥ ହେଲା “କେବଳ ପୁତ୍ର ଜାଣନ୍ତି ଯେ ପିତା କିଏ ଅଟନ୍ତି।”

ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି କେବଳ ପୁତ୍ର ଯେଉଁ ଲୋକମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେମାନେ ଜାଣନ୍ତି।”