Door43-Catalog_or_tn/LUK/10/16.md

1.8 KiB

(ଯୀଶୁ ଯେଉଁ ୭୦ ଜଣ ଲୋକଙ୍କୁ ପ୍ରେରଣ କଲେ ସେମାନଙ୍କୁ ଶିକ୍ଷା ଦେବା ଶେଷ କରନ୍ତି।)

ଯେ ତୁମ୍ଭମାନଙ୍କ କଥା ଶୁଣେ, ସେ ମୋ' କଥା ଶୁଣେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଜଣେ ତୁମ୍ଭମାନଙ୍କ କଥା ଶୁଣେ, ଏହା ଯେପରି ସେମାନେ ମୋତେ ଶୁଣୁଅଛନ୍ତି।”

ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ଏହା ଯେପରି ସେମାନେ ମୋତେ ଅଗ୍ରାହ୍ୟ କରୁଅଛନ୍ତି”

ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଜଣେ ମୋତେ ଅଗ୍ରାହ୍ୟ କରେ, ଏହା ଯେପରି ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରୁଅଛନ୍ତି”

ମୋହର ପ୍ରେରଣକର୍ତ୍ତା

ଏହା ଈଶ୍ୱର ପିତାଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର, ଯିଏ ମୋତେ ପ୍ରେରଣ କଲେ” (ୟୁଡିବୀ)।