Door43-Catalog_or_tn/LUK/10/08.md

1.5 KiB

(ଯୀଶୁ ଯେଉଁ ୭୦ ଜଣଙ୍କୁ ବାହାରକୁ ପଠାଉଥିଲେ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଆସୁଅଛନ୍ତି।)

ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି

“ଯଦି ସେମାନେ ତୁମ୍ଭମାନଙ୍କୁ ସ୍ୱାଗତ କରନ୍ତି”

ତୁମ୍ଭମାନଙ୍କୁ ଯାହା ପରିବେଷଣ କରାଯାଏ, ତାହା ଭୋଜନ କର

“ଯେକୌଣସି ଖାଦ୍ୟ ସେମାନେ ତୁମ୍ଭମାନଙ୍କୁ ଦିଅନ୍ତି ତାହା ଭୋଜନ କର”

ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ

ଏହା ସେହି ସତ୍ୟକୁ ଦର୍ଶାଏ ଯାହା ଯୀଶୁଙ୍କ ଶିକ୍ଷା ଦେବା ଦ୍ୱାରା ଓ ଶିଷ୍ୟମାନେ ସୁସ୍ଥ କରିବା ଦ୍ୱାରା ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟକଳାପ ସେମାନଙ୍କ ଚତୁଃପାର୍ଶ୍ୱରେ ଘଟୁଥିଲା। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ଚତୁଃପାର୍ଶ୍ୱରେ ଏହିକ୍ଷଣି ଦେଖିପାରିବ।”