Door43-Catalog_or_tn/LUK/10/01.md

1.7 KiB

ସତୁରି

କେତେକ ସଂସ୍କରଣ କହେ “ବାସ୍ତୁରୀ” ଆପଣମାନେ ଏକ ପାଦଟିକା ସଂଯୁକ୍ତ କରିପାରନ୍ତି ଯାହା ଏହା କୁହେ।

ଦୁଇ ଦୁଇ ଜଣ କରି ସେମାନଙ୍କୁ ପ୍ରେରଣ କଲେ

“ଦୁଇ ଜଣଙ୍କ ଦଳ କରି ସେମାନଙ୍କୁ ପ୍ରେରଣ କଲେ” କିମ୍ବା “ପ୍ରତ୍ୟେକ ଦଳରେ ଦୁଇ ଲୋକ କରି ସେମାନଙ୍କୁ ପ୍ରେରଣ କଲେ”

ସେ ସେମାନଙ୍କୁ କହିଲେ

ଏହା ସେହି ଲୋକମାନେ ପ୍ରକୃତରେ ବାହାରକୁ ଯିବା ପୂର୍ବରୁ ହେଲା। ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ସେ ସେମାନଙ୍କୁ କହିଲେ” କିମ୍ବା “ସେମାନେ ବାହାରକୁ ଯିବା ପୂର୍ବରୁ ସେ ସେମାନଙ୍କୁ କହିଲେ।”

ଶଷ୍ୟ ସିନା ପ୍ରଚୁର ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ

“ଏକ ବୃହତ୍ ଫସଲ ଅଛି, ମାତ୍ର ଏହା ଆଣିବା ନିମନ୍ତେ ଯଥେଷ୍ଟ କାର୍ଯ୍ୟକାରୀ ନାହାଁନ୍ତି।” ଏହି ଉଦାହରଣର ଅର୍ଥ ହେଉଛି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ରାଜ୍ୟ, ସ୍ୱର୍ଗ ରାଜ୍ୟରେ ଅଣାଯିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି)