Door43-Catalog_or_tn/LUK/09/61.md

3.4 KiB

ମୁଁ ଆପଣଙ୍କର ଅନୁଗମନ କରିବି

“ମୁଁ ଶିଷ୍ୟ ରୂପେ ଆପଣଙ୍କ ସହିତ ଯୋଗ ଦେବି” କିମ୍ବା “ମୁଁ ଆପଣଙ୍କର ଅନୁଗମନ କରିବା ନିମନ୍ତେ ପ୍ରସ୍ତୁତ” କିମ୍ବା “ମୁଁ ଆପଣଙ୍କର ଅନୁଗମନ କରିବା ନିମନ୍ତେ ପ୍ରସ୍ତୁତ ଅଛି”

ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କ ଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ ତାହା କରିବା ପୂର୍ବରୁ, ମୋତେ ବିଦାୟ ନେବାକୁ ଦିଅନ୍ତୁ” କିମ୍ବା “ମୁଁ ଚାଡ଼ି ଯାଉଅଛି ବୋଲି ପ୍ରଥମେ ମୋତେ କହିବାକୁ ଦିଅନ୍ତୁ।.”

ମୋହର ଗୃହରେ ସେମାନଙ୍କୁ

“ମୋହର ପରିଜନମାନଙ୍କୁ” କିମ୍ବା “ମୋହର ଗୃହରେ ଲୋକମାନଙ୍କୁ”

କେହି ମଧ୍ୟ…ଈଶ୍ଵରଙ୍କ ରାଜ୍ୟର ଯୋଗ୍ୟ ନୁହେଁ

ଯୀଶୁ ଏହି ବକ୍ତବ୍ୟକୁ ଏକ ସାଧାରଣ ନିୟମ ରୂପେ ଏକ ବ୍ୟକ୍ତି ନିମନ୍ତେ ଲାଗୁ କରନ୍ତି। ଏହି ଲୋକ ନିମନ୍ତେ ସ୍ପଷ୍ଟ ଅର୍ଥ ହେଲା, ଯେପରି “ଯଦି ତୁମ୍ଭେମାନେ ମୋହର ଅନୁଗମନ କରିବା ପରିବର୍ତ୍ତେ ଆପଣାମାନଙ୍କ ଅତୀତକାଳର ଲୋକମାନଙ୍କ ପ୍ରତି କେନ୍ଦ୍ରିତ ହୁଏ ସେ ମୋହର ରାଜ୍ୟର ଯୋଗ୍ୟ ନୁହେଁ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଲଙ୍ଗଳରେ ହାଥ ଦେଇ

“ଆପଣା କ୍ଷେତ୍ରରେ ଲଙ୍ଗଳ କରିବାକୁ ଆରମ୍ଭ କଲା।” ଚାଷୀମାନେ ଆପଣା କ୍ଷେତ୍ରକୁ ପ୍ରସ୍ତୁତ କରିବାକୁ ଏହି ଲଙ୍ଗଳ ବ୍ୟବହାର କରନ୍ତି ଯେପରି ସେମାନେ ଏଥିରେ ବୀଜ ବୁଣି ପାରିବେ। ସମାଜ ଏହି ଲଙ୍ଗଳ ବିଷୟରେ ଜାଣେ ନାହିଁ, ସାଧାରଣ ଭାବରେ ଏହା ଅନୁବାଦ କରାଯାଇପାରେ “ଆପଣା କ୍ଷେତ୍ର ପ୍ରସ୍ତୁତ କରିବାକୁ ଆରମ୍ଭ କଲା।” (ଦେଖନ୍ତୁ: ଅଜଣା ଅନୁବାଦ)

ପଛକୁ ଚାହେଁ

ଲଙ୍ଗଳ କରୁଥିବା ସମୟରେ ଯେଉଁ ବ୍ୟକ୍ତି ପଛକୁ ଚାହେଁ ସେ ଲଙ୍ଗଳକୁ ଦିଗ ଦେଖାଇପାରେ ନାହିଁ ଯେ ଏହା କେଉଁଦିଗରେ ଯିବା ଆବଶ୍ୟକ। ଉତ୍ତମ ଭାବରେ ଲଙ୍ଗଳ କରିବା ନିମନ୍ତେ ସେମାନେ ଆଗକୁ ଦେଖି ଧ୍ୟାନ ଦେବାକୁ ହେବ।

ଯୋଗ୍ୟ

“ବ୍ୟବହାରଯୋଗ୍ୟ” କିମ୍ବା “ଉପଯୋଗିତା”