Door43-Catalog_or_tn/LUK/09/30.md

1.7 KiB

ଆଉ ଦେଖ, ଦୁଇ ବ୍ୟକ୍ତି କଥାବାର୍ତ୍ତା କରିବାକୁ ଲାଗିଲେ

ଏହି ଶବ୍ଦ “ଦେଖ” ଏଠାରେ ଏହା ପରେ ଆସୁଥିବା ଆକସ୍ମିକ ତଥ୍ୟକୁ ଧ୍ୟାନ ଦେବା ନିମନ୍ତେ ସତର୍କ କରେ। ଏହା ଏହିପରି ଅନୁବାଦ କରାଯାଇପାରେ “ଆକସ୍ମାତ ସେଠାରେ ଦୁଇ ବ୍ୟକ୍ତି କଥାବାର୍ତ୍ତା କରିବାକୁ ଲାଗିଲେ” କିମ୍ବା “ଆକସ୍ମାତ ଦୁଇ ବ୍ୟକ୍ତି କଥାବାର୍ତ୍ତା କରିବାକୁ ଲାଗିଲେ”

ଯେଉଁମାନେ ଗୌରବମୟ ଦେଖାଯାଉଥିଲେ

ଏହି ସମ୍ବନ୍ଧବାଚକ ପଦ ମୋଶା ଓ ଏଲିୟଙ୍କ ବିଷୟକ ତଥ୍ୟକୁ ସଂଯୁକ୍ତ କରୁଛି। ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ସେମାନେ ଗୌରବମୟ ଦେଖାଯାଉଥିଲେ।” (ଦେଖନ୍ତୁ: ସମ୍ବନ୍ଧୀୟ ବାକ୍ୟରେ ସମ୍ବନ୍ଧବାଚକ ପଦର ବର୍ଣ୍ଣନା)

ତାହାଙ୍କ ମହାପ୍ରସ୍ଥାନ

“ତାହାଙ୍କ ଚାଲିଯିବା” କିମ୍ବା “କିପରି ସେ ଏହି ଜଗତରୁ ଚାଲିଯିବେ।” ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ମୃତ୍ୟୁ।” (ଦେଖନ୍ତୁ: ଶିଷ୍ଟୋକ୍ତି)