Door43-Catalog_or_tn/LUK/09/28.md

1.8 KiB

ଆଉ ଏପରି ହେଲା

ଏହି ବାକ୍ୟାଂଶ କାହାଣୀର ଏକ ବିଶେଷ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣମାନେ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ଏହି ବାକ୍ୟଗୁଡ଼ିକ

ଏହା ଯୀଶୁ ପୂର୍ବବର୍ତ୍ତୀ ପଦଗୁଡ଼ିକରେ ଯାହା ଆପଣା ଶିଷ୍ୟମାନଙ୍କୁ କହିଲେ ତାହା ଦର୍ଶାଏ।

ପର୍ବତ ଉପରକୁ

ଏହା ଏହିପରି ଅନୁବାଦ କରାଯାଇପାରେ “ପର୍ବତର ଉପର ପାର୍ଶ୍ଵରେ।” ଏହା ସ୍ପଷ୍ଟ ନୁହେଁ ସେମାନେ ପର୍ବତର କେତେ ଉପରକୁ ଗଲେ।

ତାହାଙ୍କ ମୂଖର ରୂପ ପରିବର୍ତ୍ତିତ ହେଲା

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ମୂଖର ରୂପ ବଦଳିଗଲା।”

ଶୁଭ୍ର ବର୍ଣ୍ଣ ଓ ଅତ୍ୟନ୍ତ ଉଜ୍ଜ୍ଵଳ

“ଦୀପ୍ତିମୟ ଶୁଭ୍ର ଓ ଉଜ୍ଜ୍ଵଳ” କିମ୍ବା “ଉଜ୍ଜ୍ଵଳ ଶୁଭ୍ର ଓ ଦୀପ୍ତିମୟ” କିମ୍ବା “ଅତ୍ୟନ୍ତ ଉଜ୍ଜ୍ଵଳ ଶୁଭ୍ର ଓ ବିଜୁଳି ସଦୃଶ୍ୟ ଦୀପ୍ତିମୟ” (ୟୁଡିବୀ)।