Door43-Catalog_or_tn/LUK/09/26.md

3.2 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ କଥା ହୋଇଆସୁଅଛନ୍ତି।)

ଯେଣୁ ମୋହର ବାକ୍ୟ

“ଆଉ ମୁଁ ଯାହା କହେ” କିମ୍ବା “ଆଉ ମୁଁ ଯାହା ଶିକ୍ଷା ଦିଏ”

ତାହା ବିଷୟରେ ମନୁଷ୍ୟପୁତ୍ର ଲଜ୍ଜା ବୋଧ କରିବେ

ଏହା ଏହିପରି ଅନୁବାଦ କରାଯାଇପାରେ “ମନୁଷ୍ୟପୁତ୍ର ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ।”

ମନୁଷ୍ୟପୁତ୍ର

ଯୀଶୁ ଆପଣା ବିଷୟରେ କହୁଛନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ, ମନୁଷ୍ୟପୁତ୍ର”।

ଯେତେବେଳେ ସେ ଆପଣାର ମହିମାରେ ଆଗମନ କରିବେ

ଯୀଶୁ ଆପଣାକୁ ତୃତୀୟ ପୁରୁଷରେ କହୁଛନ୍ତି। ଏହା ଏହିପରି ପ୍ରଥମ ପୁରୁଷରେ ଅନୁବାଦ କରାଯାଇପାରେ “ଯେତେବେଳେ ମୁଁ ଆପଣା ମହିମାରେ ଆଗମନ କରିବି।” (ଦେଖନ୍ତୁ: ପ୍ରଥମ, ଦ୍ୱିତୀୟ ବା ତୃତୀୟ ପୁରୁଷ)

ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ

ଏଠାରେ ଯୀଶୁ ଯେଉଁ ଲୋକମାନଙ୍କୁ କଥା କହୁଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦର୍ଶାଉଛନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ ବର୍ତ୍ତମାନ ଏଠାରେ ଠିଆ ହୋଇଥିବା ତୁମ୍ଭମାନଙ୍କ ମଧ୍ୟରୁ” (ୟୁଡିବୀ)।

ସେମାନେ ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବ ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ମୃୟୁଭୋଗ କରବା ପୂର୍ବରୁ ଈଶ୍ୱରଙ୍କ ରାଜ୍ୟ ଦେଖିବେ।”

ମୃତ୍ୟୁର ଆସ୍ୱାଦ ପାଇବ ନାହିଁ

“ସେମାନେ ମୃତ୍ୟୁ ଅନୁଭବ କରିବେ ନାହିଁ” କିମ୍ବା “ମୃତ୍ୟୁଭୋଗ କରିବେ ନାହିଁ”

ସେମାନେ ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ

ତୁମ୍ଭେମାନେ କିପରି ଅନୁବାଦ କର ତାହା ଉପରେ ନିର୍ଭର କରେ “ସେମାନଙ୍କ ମଧ୍ୟରୁ କେତେକ,” ତୁମ୍ଭେମାନେ ଏହା ଏହିପରି ମଧ୍ୟ ଅନୁବାଦ କରିପାରେ “ତୁମ୍ଭେମାନେ ଈଶ୍ୱରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ।”