Door43-Catalog_or_tn/LUK/09/23.md

2.6 KiB

ସେତେବେଳେ ସେ

ଏହା ଯୀଶୁଙ୍କୁ ଦର୍ଶାଏ।

ସେସମସ୍ତଙ୍କୁ

ଏହା ଶିଷ୍ୟମାନଙ୍କୁ ଦର୍ଶାଏ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ।

ମୋହର ଅନୁଗାମୀ ହେବାକୁ

“ମୋହର ଅନୁସରଣ କରିବାକୁ” କିମ୍ବା “ମୋହର ଅନୁସରଣକାରୀ ହେବାକୁ” କିମ୍ବା “ଶିଷ୍ୟ ରୂପେ ମୋହର ସହିତ ଆସିବାକୁ”

ଆପଣାକୁ ଅସ୍ୱୀକାର କରୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ନିଜ ଇଚ୍ଛାକୁ ଛାଡ଼ି ଦେବା” କିମ୍ବା “ଆପଣା ନିଜ ଇଚ୍ଛାକୁ ପରିତ୍ୟାଗ କରିବାକୁ ହେବ।”।

ପ୍ରତିଦିନ ଆପଣା କୃଶ ଘେନି

“ଆପଣା କୃଶକୁ ଉଠାଇ ପ୍ରତିଦିନ ଏହାକୁ ବହନ କରିବା।” ଏହାର ଅର୍ଥ ହେଲା “ପ୍ରତିଦିନ କଷ୍ଟ ଭୋଗ କରିବା ନିମନ୍ତେ ପ୍ରସ୍ତୁତ ରହିବା।”

ମୋହର ଅନୁଗମନ କର

“ମୋ' ସହିତ ଯାଅ” କିମ୍ବା “ମୋହର ଅନୁଗମନ କରିବା ଆରମ୍ଭ କର ଓ ମୋହର ଅନୁଗମନ କରୁଥାଅ”

ଏକ ମନୁଷ୍ୟର କି ଲାଭ

ଏହା ଏହିପରି ଅନୁବାଦ କରାଯାଇପାରେ “କିପରି ଏକ ବ୍ୟକ୍ତିର ଲାଭ ହେବ”। ଏହା ଏକ ପ୍ରଭାବିତ ପ୍ରଶ୍ନର ଅଂଶ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଏଥିରେ ମନୁଷ୍ୟର ଲାଭ ନାହିଁ” କିମ୍ବା “ଏକ ମନୁଷ୍ୟ କୌଣସି ଭଲ ବିଷୟ ପ୍ରାପ୍ତ ହୁଏ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଯଦି ସେ ସମସ୍ତ ଜଗତ ଲାଭ କରି

“ଯଦି ସେ ଜଗତରେ ପ୍ରତ୍ୟେକ ବିଷୟ ପ୍ରାପ୍ତ କରି”

ଆପଣାକୁ ବିନାଶ କରେ ବା ହରାଏ

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ନିଜେ ହଜିଯାଇଛି ବା ବିନାଶପ୍ରାପ୍ତ ହୋଇଛି”।