Door43-Catalog_or_tn/LUK/09/20.md

2.5 KiB
Raw Permalink Blame History

ଆଉ ସେ ସେମାନଙ୍କୁ ପଚାରିଲେ

“ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ପଚାରିଲେ”

ଆଉ ପିତର ଉତ୍ତର ଦେଲେ

“ଆଉ ପିତର ଉତ୍ତର ଦେଇ କହିଲେ” କିମ୍ବା “ଆଉ ପିତର କହିବା ଦ୍ୱାରା ଉତ୍ତର ଦେଲେ”

କିନ୍ତୁ ସେମାନଙ୍କୁ ସତର୍କ କରାଇ, ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “କିନ୍ତୁ ଯୀଶୁ ସେମାନଙ୍କୁ ସତର୍କ କରି ଦୃଢ଼ ଆଜ୍ଞା ଦେଲେ” କିମ୍ବା “ତାହା ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ସତର୍କ କଲେପରେ” (ୟୁଡିବୀ)।

ଏହା କାହାକୁ ନ କହିବା ପାଇଁ

“କୌଣସି ଲୋକକୁ ନ କହିବା ପାଇଁ” କିମ୍ବା “ଯାହା ସେମାନେ କୌଣସି ଲୋକକୁ ନ କହିବା ଉଚିତ”। ଏହା ଏକ ପରୋକ୍ଷ ଉକ୍ତି ଅଟେ। ବିକଳ୍ପ ଅନୁବାଦ ହେଲା: “କିନ୍ତୁ ସେମାନଙ୍କୁ ସତର୍କ କରାଇ, ଯୀଶୁ ସେମାନଙ୍କୁ କହିଲେ, ‘କାହାକୁ କୁହ ନାହିଁ।’ ” (ଦେଖନ୍ତୁ: ବାକ୍ୟର ଉଲ୍ଲେଖ)

ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନଙ୍କ କାରଣରୁ ମନୁଷ୍ୟପୁତ୍ରଙ୍କୁ ବହୁତ ଦୁଃଖଭୋଗ କରିବାକୁ ହେବ।” ପଦ ଏକ ପ୍ରତ୍ୟକ୍ଷ ଉକ୍ତିରେ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ: ବାକ୍ୟର ଉଲ୍ଲେଖ)

ପୂନର୍ବାର ଉତ୍‌‌ଥିତ ହେବାକୁ ହେବ

“ପୂନର୍ବାର ଜୀବିତ ହେବାକୁ ହେବ”

ତୃତୀୟ ଦିବସରେ

“ମୃତ୍ୟୁ ପରେ ତିନି ଦିନ” କିମ୍ବା “ତାହାଙ୍କ ମୃତ୍ୟୁ ପରେ ତୃତୀୟ ଦିବସରେ”