Door43-Catalog_or_tn/LUK/09/18.md

1.8 KiB

ଆଉ ଏହା ଘଟିଲା ଯେ

ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶକୁ ଆରମ୍ଭ କରିବାର ଚିହ୍ନ ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି। ଯଦି ଆପଣଙ୍କ ଭାଷାରେ ଏହିପରି କରିବା ନିମନ୍ତେ କୌଣସି ଶୈଳୀ ଥାଏ, ଆପଣ ଏଠାରେ ବ୍ୟବହାର କରିବା ନିମନ୍ତେ ଚିନ୍ତା କରିପାରନ୍ତି।

ଥରେ ସେ ପ୍ରାର୍ଥନା କରୁଥିବା ସମୟରେ

ଏହା ଯୀଶୁଙ୍କୁ ଦର୍ଶାଏ।

ନିରୋଳାରେ ପ୍ରାର୍ଥନା କରୁଥିଲେ

ଶିଶ୍ୟମାନେ ଯୀଶୁଙ୍କ ସହିତ ଥିଲେ, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଓ ଏକାନ୍ତରେ ଆପେ ପ୍ରାର୍ଥନା କରୁଥିଲେ।

ଆଉ ଉତ୍ତର ଦେଇ, ସେମାନେ କହିଲେ

“ଆଉ ସେମାନେ କହିବା ଦ୍ୱାରା ତାହାଙ୍କୁ ଉତ୍ତର ଦେଲେ।”

ବାପ୍ତିଜକ ଯୋହନ

କେତେକ ଭାଷାରେ ସଂଯୁକ୍ତ କରିବା ନିମନ୍ତେ ପସନ୍ଦ କରିପାରନ୍ତି “କେହି କେହି କୁହନ୍ତି ତୁମ୍ଭେ ବାପ୍ତିଜକ ଯୋହନ ଅଟ।”

ପୁରାକାଳର

“ଯିଏ ବହୁ ସମୟ ପୂର୍ବେ ଜୀବିତ ଥିଲେ”

ପୁନରୁତ୍‌ଥିତ ହୋଇଅଛନ୍ତି

“ଜୀବନକୁ ପୂନର୍ବାର ଫେରି ଆସିଅଛନ୍ତି”