Door43-Catalog_or_tn/LUK/09/15.md

1.6 KiB

ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ

ଶିଷ୍ୟମାନେ ପଚାସ ଲୋକର ଦଳ କରି ଲୋକସମୂହକୁ ବସାଇଲେ।

ଆଉ ସେ

ଏହା ଯୀଶୁଙ୍କୁ ଦର୍ଶାଏ।

ରୋଟୀ

ଏହା ନିର୍ଦ୍ଧିଷ୍ଟ ପରିମାଣରେ ସେକା ଯାଇଥିବା ରୋଟୀ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ସମ୍ପୂର୍ଣ୍ଣ ରୋଟୀଗୁଡ଼ିକ”।

ଉର୍ଦ୍ଧ୍ୱଦୃଷ୍ଟି କରି

“ଯେଉଁ ସମୟରେ ଦୃଷ୍ଟିପାତ କରି” କିମ୍ବା “ଦୃଷ୍ଟିପାତ କରିବା ପରେ”

ସ୍ୱର୍ଗଆଡେ

ଏହା ଆକାଶ ଆଡ଼କୁ ଉର୍ଦ୍ଧ୍ୱଦୃଷ୍ଟି କରିବାକୁ ଦର୍ଶାଏ। ଯିହୁଦୀମାନେ ବିଶ୍ୱାସ କରନ୍ତି ଯେ ଆକାଶ ଉପରେ ସ୍ୱର୍ଗ ଅଛି।

ସମ୍ମୁଖରେ ପରିବେଷଣ କରିବା ନିମନ୍ତେ

“ବାଣ୍ଟିବା ନିମନ୍ତେ” କିମ୍ବା “ବିତରଣ କରିବା ନିମନ୍ତେ” କିମ୍ବା “ଦେବା ନିମନ୍ତେ”

ପରିତୃପ୍ତ ହେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନଙ୍କର ସେତିକି ଥିଲା ଯେପର୍ଯ୍ୟନ୍ତ ଖାଇବାକୁ ସେମାନେ ଇଚ୍ଛା କଲେ।”