Door43-Catalog_or_tn/LUK/09/12.md

1.7 KiB

ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା

“ଇତିମଧ୍ୟରେ ସୁର୍ଯ୍ୟ ଅସ୍ତ ହେଲା” କିମ୍ବା “ଇତିମଧ୍ୟରେ ଦିନ ଶେଷ ହେଲା” କିମ୍ବା “ଇତିମଧ୍ୟରେ ସନ୍ଧ୍ୟା ଆସିଲା”

ଲୋକସମୂହକୁ ବିଦାୟ ଦିଅନ୍ତୁ

“ଲୋକସମୂହକୁ ଯିବା ନିମନ୍ତେ କୁହନ୍ତୁ”

ନତୁବା ଆମ୍ଭେମାନେ ଯିବୁ ଓ ଖାଦ୍ୟ ଆଣିବୁ

ଏହା ଏହିପରି ଅନୁବାଦ କରାଯାଇପାରେ “ନତୁବା ଆମ୍ଭେମାନେ ଯିବାକୁ ଓ କ୍ରୟ କରିବାକୁ ହେବ” କିମ୍ବା “ନତୁବା ଆମ୍ଭେମାନେ ଯିବୁ ଓ ଖାଦ୍ୟ କ୍ରୟ କରିବୁ” କିମ୍ବା ତୁମ୍ଭେ ଏକ ନୂତନ ବାକ୍ୟ ଆରମ୍ଭ କରିପାର, “ଯଦି ତୁମ୍ଭେ ଚାହଁ ଆମ୍ଭେମାନେ ସେମାନଙ୍କୁ ଭୋଜନ କରାଇବୁ, ଆମ୍ଭେମାନେ ଯାଇ ଭୋଜନ କ୍ରୟ କରିବାକୁ ହେବ।”

ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ

ଏହି ସଂଖ୍ୟାରେ ସ୍ତ୍ରୀ ଓ ଶିଶୁମାନେ ଅନ୍ତର୍ଭୁକ୍ତ ନୁହନ୍ତି ଯେଉଁମାନେ ସେଠାରେ ଉପସ୍ଥିତ ହୋଇଥିଲେ।

ସେମାନଙ୍କୁ ବସାଅ

“ବସିବା ନିମନ୍ତେ ସେମାନଙ୍କୁ କୁହ”