Door43-Catalog_or_tn/LUK/09/07.md

971 B

ସାମନ୍ତ ରାଜା, ହେରୋଦ

ଏହା ହେରୋଦ ଅନ୍ତିପାସକୁ ଦର୍ଶାଏ, ଯିଏ ଇସ୍ରାଏଲର ଚତୁର୍ଥାଂଶ ଉପରେ ଶାସନକର୍ତ୍ତା ଥିଲେ।

ବହୁତ ହତବୁଦ୍ଧି ହେଲେ

“ମାନସିକ ଅଶାନ୍ତିରେ ଥିଲେ” କିମ୍ବା “ଏହି ସମାଚାର ଦ୍ୱାରା ସମସ୍ୟାରେ ଥିଲେ” କିମ୍ବା “କିଂକର୍ତ୍ତବ୍ୟବିମୂଢ଼ ହେଲେ” (ୟୁଡିବୀ)

ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୋହନଙ୍କ ମସ୍ତକ ଛେଦନ କରିବା ନିମନ୍ତେ ଆମ୍ଭର ସୈନ୍ୟମାନଙ୍କୁ ଆମ୍ଭେ ଆଜ୍ଞା ଦେଲୁ।”