Door43-Catalog_or_tn/LUK/08/54.md

651 B

ଆଗୋ ବାଳିକା, ଉଠ୍

“ଛୋଟ ବାଳିକା, ଉଠ”

ତାହାର ଆତ୍ମା ଫେରିଆସିଲା

ଏହି ଶବ୍ଦ “ଆତ୍ମା” ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ନିଶ୍ୱାସପ୍ରଶ୍ୱାସ” କିମ୍ବା “ଜୀବନ”। ଏହି ବାକ୍ୟାଂଶ ଏହିପରି ଅନୁବାଦ କରାଯାଇପାରେ “ସେ ଜୀବନରେ ପୂନର୍ବାର ଫେରିଆସିଲା” କିମ୍ବା “ସେ ପୂନର୍ବାର ଜୀବିତ ହେଲା”।