Door43-Catalog_or_tn/LUK/08/51.md

1.3 KiB

(ଯାଈରସଙ୍କ କନ୍ୟାର ମୃତ୍ୟୁ ହୋଇଯାଇଅଛି ଏହା ଶୁଣିବା ସତ୍ତ୍ୱେ ଯୀଶୁ ତାହାଙ୍କ ଗୃହକୁ ଯାଉଅଛନ୍ତି।)

ପୁଣି, ସେ ଗୃହକୁ ଆସି, ସେ

କାରଣ ଯୀଶୁ ଗୃହକୁ ଏକୁଟିଆ ଯାଇ ନ ଥିଲେ, ଏହା ଏହିପରି ଅନୁବାଦ କରାଯାଇପାରେ “ତେବେ ଯେତେବେଳେ ସେମାନେ ଗୃହକୁ ଆସିଲେ, ଯୀଶୁ”।

ପିତର, ଯୋହନ ଓ ଯାକୁବ, ଆଉ ବାଳିକାର ପିତା ଓ ତାହାର ମାତା ବିନା

“ସେ କେବଳ ପିତର, ଯୋହନ ଓ ଯାକୁବ, ଆଉ ବାଳିକାର ପିତା ଓ ମାତାଙ୍କୁ ଭୀତରକୁ ଯିବା ନିମନ୍ତେ ଅନୁମତି ଦେଲେ।”

ସମସ୍ତେ ତାହା ଲାଗି ରୋଦନ କରୁ କରୁ ଛାତିରେ ମାରିହେଉଥିଲେ

“ସମସ୍ତ ଲୋକ ସେହି ବାଳିକାଟି ମରିଯିବା ହେତୁ ଆପଣା ଦୁଃଖ ପ୍ରକାଶ କରୁଥିଲେ ଓ ଉଚ୍ଚ ଶବ୍ଦରେ ରୋଦନ କରୁଥିଲେ”