Door43-Catalog_or_tn/LUK/08/49.md

1.2 KiB

(ଯୀଶୁ ସୁସ୍ଥ ହୋଇଥିବା ସେହି ସ୍ତ୍ରୀ ସହିତ କଥାବାର୍ତ୍ତା ହେବା ଶେଷ କରିବା କ୍ଷଣି ଯାଈରସଙ୍କ ଗୃହରୁ ଏକ ଦୂତ ପହଞ୍ଚିଲା।)

ସେ ଏହି କଥା କହୁଥିବା ସମୟରେ

“ଯେପର୍ଯ୍ୟନ୍ତ ଯୀଶୁ ସେହି ସ୍ତ୍ରୀ ସହିତ କଥା କହୁଥିବା ସମୟରେ”

ସମାଜଗୃହର ଅଧ୍ୟକ୍ଷ

ଏହା ଯାଈରସଙ୍କୁ ଦର୍ଶାଏ। ସେ ସ୍ଥାନୀୟ ସମାଜଗୃହର ଅଧ୍ୟକ୍ଷମାନଙ୍କ ମଧ୍ୟରୁ ଜଣେ ଥିଲେ।

ସେ ତାହାଙ୍କୁ ଉତ୍ତର ଦେଲେ

“ଯୀଶୁ ଯାଈରସଙ୍କୁ ଉତ୍ତର ଦେଲେ।” ଯୀଶୁ ସମାଜଗୃହର ଶାସନକର୍ତ୍ତାଙ୍କ ସହିତ କଥା ହେଉଥିଲେ, ଆଉ ଦୂତ ସହିତ ନୁହେଁ।

ଆଉ ସେ ବଞ୍ଚିବ

“ସେ ସୁସ୍ଥ ହେବ” କିମ୍ବା “ସେ ପୁନର୍ବାର ଜୀବିତ ହେବ” (ୟୁଡିବୀ)