Door43-Catalog_or_tn/LUK/08/43.md

1.6 KiB

(ଯାଈରସର କନ୍ୟାକୁ ସୁସ୍ଥ କରିବା ନିମନ୍ତେ ଯାଉଥିବା ରାସ୍ତାରେ ଏହି ଘଟଣା ଘଟିଲା।)

ପ୍ରଦରରୋଗଗ୍ରସ୍ତା

“ଲହୁ ବହୁଥିଲା”। ସମ୍ଭବତଃ ତାହାର ଗର୍ଭାଶୟରୁ ଲହୁ ବହୁଥିଲା ଯେତେବେଳେ ଏହା ହେବା ନିମନ୍ତେ ସ୍ୱାଭାବିକ ସମୟ ନ ଥିବା ସତ୍ତ୍ୱେ। କେତେକ ସଂସ୍କୃତିରେ ଏହି ପରିସ୍ଥିତିକୁ ଦର୍ଶାଇବା ନିମନ୍ତେ ଭଦ୍ର ଶୈଳୀ ଥାଇ ପାରେ। (ଦେଖନ୍ତୁ: ଶିଷ୍ଟୋକ୍ତି)

ଯେ କି କାହାର ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା

“କିନ୍ତୁ କେହି ମଧ୍ୟ ତାହାକୁ ସୁସ୍ଥ କରି ପାରି ନ ଥିଲେ”

ତାହାଙ୍କ ବସ୍ତ୍ରର ଝୁମ୍ଫା ଛୁଇଁଲା

“ତାହାଙ୍କ ଲମ୍ବା ପୋଷାକର ଝାଲରକୁ ଛୁଇଁଲା”। ଯିହୁଦୀ ଲୋକମାନେ ଆପଣା ଲମ୍ବା ପୋଷାକର ଶେଷଭାଗରେ ସୂତା ଗୁଚ୍ଛାକୁ ଲଗାଉଥିଲେ ସେମାନଙ୍କ ଆନୁଷ୍ଠାନିକ ପୋଷାକ ରୂପେ, ଯେପରି ଈଶ୍ୱରଙ୍କ ବ୍ୟବସ୍ଥାରେ ଆଜ୍ଞା ଦିଆଯାଇଛି। ଏହା ସେହିପରି ଯାହା ସେ ଛୁଇଁଲା।