Door43-Catalog_or_tn/LUK/08/38.md

793 B

କିନ୍ତୁ ସେହି ଲୋକ

କେତେକ ଏହା ସହିତ ଆରମ୍ଭ କରିବାକୁ ମନେ କରନ୍ତି “କିନ୍ତୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିବା ପୂର୍ବରୁ, ସେହି ଲୋକ” କିମ୍ବା “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକା ବାହିବା ପୂର୍ବରୁ, ସେହି ଲୋକ।”

ସେ ତାହାକୁ ବିଦାୟ କଲେ

“ଯୀଶୁ ସେହି ଲୋକକୁ ବିଦାୟ କଲେ”

ତୁମ୍ଭ ଘରକୁ

“ତୁମ୍ଭ ଆତ୍ମୀୟସ୍ୱଜନଙ୍କ ନିକଟକୁ” କିମ୍ବା “ତୁମ୍ଭ ପରିବାରକୁ”