Door43-Catalog_or_tn/LUK/08/36.md

946 B

ଯେଉଁ ଲୋକମାନେ ସେହି ଘଟଣା ଦେଖିଥିଲେ ତାହା ଜଣାଇଲେ

ଏହା ସେହି ଲୋକମାନେ ଯେଉଁମାନେ ସେହି ମନୁଷ୍ୟ ସହିତ ଥିଲେ ଯେତେବେଳେ ଯୀଶୁ ତାହାଠାରୁ ଭୂତମାନଙ୍କୁ ବାହାର କରିଦେଲେ।

ସୁସ୍ଥ ହେଲା

“ଉଦ୍ଧାର ପାଇଲା” କିମ୍ବା “ମୁକ୍ତ ହେଲା” କିମ୍ବା “ସୁସ୍ଥ ପାଇଲା”

ଗରାଶୀୟମାନଙ୍କ ଅଞ୍ଚଳ

“ସେହି ଅଞ୍ଚଳ” କିମ୍ବା “ଯେଉଁ ଅଞ୍ଚଳରେ ଗରାଶୀୟ ଲୋକମାନେ ବସବାସ କରୁଥିଲେ”

ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ

“ଅତ୍ୟନ୍ତ ଭୟଗ୍ରସ୍ତ ହେଲେ”