Door43-Catalog_or_tn/LUK/08/34.md

1.1 KiB

ସେମାନେ ପଳାଇଯାଇ

“ସେମାନେ ଶୀଘ୍ର ଦୌଡିଯାଇ”

ଯେଉଁ ମନୁଷ୍ୟଠାରୁ ଭୂତଗୁଡାକ ବାହାରିଥିଲେ ତାହାକୁ ଦେଖି

“ଯେଉଁ ମନୁଷ୍ୟକୁ ଭୂତଗୁଡାକ ଛାଡ଼ି ପଳାଇଥିଲେ ତାହାକୁ ଦେଖି”

ସେ ଲୁଗା ପିନ୍ଧି

“ସେ ଲୁଗା ପିନ୍ଧିଥିଲା”

ତାହାର ଭଲ ମନରେ

“ସେ ସୁସ୍ଥମନା ହୋଇଥିଲା” କିମ୍ବା “ସେ ସ୍ୱାଭାବିକ ବ୍ୟବହାର କରୁଥିଲା”

ଯୀଶୁଙ୍କ ପାଦ ତଳେ ବସିଥିଲା

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଭୂମିରେ ବସି ଯୀଶୁଙ୍କ କଥା ଶୁଣୁଥିଲା।”

ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ

“ସେମାନେ ଯୀଶୁଙ୍କ ନିମନ୍ତେ ଭୟଗ୍ରସ୍ତ ହୋଇଥିଲେ”